ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ ରାଜଧାନୀ ଦିଲ୍ଲୀରେ ୨୦୨୧ ଡିସେମ୍ବରରୁ ଗୋଷ୍ଠୀ ସଂକ୍ରମଣ ହୋଇଥିବା ଜଣାପଡ଼ିଛି।
ଅଧିକାଂଶ ଓମିକ୍ରନ୍ ମାମଲା ଲକ୍ଷଣବିହୀନ ଥିଲା ଏବଂ ଡାକ୍ତରଖାନାରେ ଭର୍ତ୍ତି ହେବାର ଆବଶ୍ୟକତା ନଥିଲା।
ମୋଟ (୮୭.୮%) ମାମଲାରେ ସଂପୂର୍ଣ୍ଣ ଟିକାକରଣ କରାଯାଇଥିଲା। ସେଥିରୁ ୩୯.୧% (୩୨) ଟ୍ରାଭେଲ୍ ହିଷ୍ଟ୍ରି ଏବଂ ଅନ୍ୟ ସଂସ୍ପର୍ଶରେ ଆସିଥିବା ବେଳେ ୬୦.୯% (୫୦) ଗୋଷ୍ଠୀ ସଂକ୍ରମଣ ଯୋଗୁ ହୋଇଥିଲା।
Comments are closed.