Latest Odisha News

BREAKING NEWS

ଫାଇଜର୍‌ ଓ ଆଷ୍ଟ୍ରା‌ଜେନେକା ଟିକା ଡେଲ୍‌ଟା ପ୍ରଜାତି ବିରୁଦ୍ଧରେ କମ୍‌ ପ୍ରଭାବଶାଳୀ

ନୂଆଦିଲ୍ଲୀ: ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ ଡେଲ୍‌ଟା ପ୍ରଜାତି ବିରୁଦ୍ଧରେ ଫାଇଜର୍‌ ଏବଂ ଆଷ୍ଟ୍ରା‌ଜେନେକା ଟିକା କମ୍‌ ପ୍ରଭାବଶାଳୀ।

BjdElectrycity

ଅକ୍ସଫୋର୍ଡ ୟୁନିଭରସିଟିର ଅନୁସନ୍ଧାନକାରୀଙ୍କ ଦ୍ୱାରା ପରିଚାଳିତ ନୂତନ ଅଧ୍ୟୟନରୁ ଏହି ତଥ୍ୟ ପ୍ରକାଶ ପାଇଛି। ଏହି ବିଦେଶୀ ଟିକା ଆଲଫା ଭାରିଆଣ୍ଟ ତୁଳନାରେ କରୋନାଭାଇରସର ଡେଲଟା ଭାରିଆଣ୍ଟ ବିରୁଦ୍ଧରେ କମ୍ ପ୍ରଭାବଶାଳୀ ବୋଲି ଜଣାପଇଛି।

ରିପୋର୍ଟ ଅନୁଯାୟୀ, ସଂକ୍ରମଣକୁ ରୋକିବାରେ ଫାଇଜର କିମ୍ବା ଆଷ୍ଟ୍ରାଜେନେକା ଟିକା ର ପ୍ରଭାବ କମ୍‌ ରହିଛି।ଦ୍ବିତୀୟ ଡୋଜ ଟିକା ନେବାର ୯୦ ଦିନ ପରେ ସଂକ୍ରମଣକୁ ରୋକିବାରେ ଫାଇଜର କିମ୍ବା ଆଷ୍ଟ୍ରା ଜେନେକା ଟିକା ଯଥାକ୍ରମେ ୭୫% ଏବଂ ୬୧% କୁ ଖସି ଆସିଛି।

ଅନୁସନ୍ଧାନକାରୀମାନେ ମତ ଦେଇଛନ୍ତି ଯେ କୋଭିଡ୍‌-୧୯ ଟିକା ଡେଲଟା ଭାରିଆଣ୍ଟରୁ ହେଉଥିବା ନୂତନ ସଂକ୍ରମଣ ବିରୁଦ୍ଧରେ ଫାଇଜର ଏବଂ ଆଷ୍ଟ୍ରାଜେନେକା ଭଲ ସୁରକ୍ଷା ପ୍ରଦାନ କରିଥାଏ।

Leave A Reply

Your email address will not be published.