Latest Odisha News

ଦୂର ହେବ ଜଳକଷ୍ଟ

ସମ୍ବଲପୁର:ସମ୍ବଲପୁରକୁ ରାଜ୍ୟ ସରକାରଙ୍କ ୧୮୮ କୋଟିର ଭେଟି, ଦୂର ହେବ ଜଳକଷ୍ଟ । ରାଜ୍ୟ କ୍ୟାବିନେଟର ଏହି ସ୍ବତନ୍ତ୍ର ପ୍ଲାନ ପାଇଁ ଟେଣ୍ଡର ଅନୁମୋଦନ ଶେଷ ହୋଇଛି । ଏହି ଯୋଜନା ଦ୍ବାରା ଜିଲ୍ଲାର ସମସ୍ତ ଉପାନ୍ତ ଅଞ୍ଚଳକୁ ପର୍ଯ୍ୟାପ୍ତ ବିଶୁଦ୍ଧ ଜଳ ଯୋଗାଣ ହୋଇପାରିବ । ସମ୍ବଲପୁର ମହାନଗର ନିଗମ ସହ  ୬ଟି ବ୍ଲକରେ ପାଣି ପହଞ୍ଚା ଯାଇପାରିବ ।

BjdElectrycity
Leave A Reply

Your email address will not be published.