Latest Odisha News

BREAKING NEWS

ନ୍ୟୁଜିଲାଣ୍ଡ ୱେବସାଇଟରେ ଟିମ୍ ଇଣ୍ଡିଆ ଅଧିନାୟକ କୋହଲିଙ୍କୁ ଅପମାନ

ନୂଆଦିଲ୍ଲୀ: ଭାରତକୁ ହରାଇ ନ୍ୟୁଜିଲାଣ୍ଡ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ବିଜୟୀ ହୋଇଛି । ଚାମ୍ପିୟନ ହେବା ଖୁସିରେ ଖେଳୁଆଡ ମନୋଭାବକୁ ପଛରେ ପକାଇ ସେଠାକାର ଏକ ୱେବସାଇଟ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କୁ ଅପମାନିତ କରିଛି । ଏହି ୱେବସାଇଟ ତାର ଇନଷ୍ଟାଗ୍ରାମ ପେଜରେ ଏକ ଫଟୋ ଶେୟାର କରିଛି ।

ଯେଉଁଥିରେ ଗୋଟିଏ ଝିଅ ଆଉ ଏକ ପୁରୁଷ ବେକରେ ଶିକୁଳି ପକାଇଛି । ଝିଅର ନାମ କାୟଲ ଜେମସିନ ଲେଖା ଯାଇଥିବା ବେଳେ ପୁରୁଷଟିର ନାମ କୋହଲି ଲେଖାଯାଇଛି । ଏହି ଫଟୋକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ପରେ ୱେବସାଇଟ ଏହି ଫଟୋ ହଟେଇ ଦେଇଛି ।

Leave A Reply

Your email address will not be published.