Latest Odisha News

BREAKING NEWS

ସ୍ପ୍ରିଣ୍ଟ କିଙ୍ଗ ମିଲଖା ସିଂ

ଭୁବନେଶ୍ୱର:ଇଣ୍ଡିଆନ୍ ଫିଲ୍ଡ ସ୍ପ୍ରିଣ୍ଟ ଲିଜେଣ୍ଡ ମିଲଖା ସିଂ । ଭାରତର ସବୁଠୁ ବଡ ନାମୀ ଖେଳାଳି ହେଉଛନ୍ତି ମିଲ୍‌ଖା । ଖାଲି ସେତିକି ନୁହେଁ ଏସିଆନ୍ ଗେମ୍ସ ଓ କମନୱେଲ୍‌ଥ ଗେମ୍ସରେ ୪୦୦ ମିଟରରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଏକ ମାତ୍ର ଭାରତୀୟ ହେଉଛନ୍ତି ମିଲଖା । ପଞ୍ଜ।।ବ ଗୋବିନ୍ଦପୁରାର ରାଜପୁତ ଶିଖ୍ ପରିବାରରେ ଜନ୍ମ । ପିଲାଟି ବେଳରୁ ସଂଘର୍ଷପୁର୍ଣ୍ଣ ଜୀବନ ଜୀଉଁଥବା ମିଲଖା ସେନାରୁ ପାଲଟିଥିଲେ ସ୍ପ୍ରିଣ୍ଟ ଲିଜେଣ୍ଡ ।

କରୋନାରେ ଆକ୍ରାନ୍ତ ହୋଇ ସବୁଦିନ ପାଇଁ ଚାଲିଯାଇଛନ୍ତି ଏହି ବ୍ୟକ୍ତିତ୍ୱ । ଏବେ ବି ତାଙ୍କର ଜୀବନର ପ୍ରତିଟି ମଣିଷକୁ ପ୍ରେରଣା ଯୋଗାଇବ । ତେବେ ମିଲଖା ସିଂଙ୍କୁ ନେଇ ଆସନ୍ତୁ ଜାଣିବା ଆଉ କିଛି କଥା । ।

Leave A Reply

Your email address will not be published.