Latest Odisha News

BREAKING NEWS

ପୁଣି ପ୍ରେମରେ ପେସ୍

ଭୁବନେଶ୍ୱର:ଇଣ୍ଡିଆନ୍ ଟେନିସ୍ ଆଇକନ୍ ଲିଆଣ୍ଡର ପେସ୍। ଅଧିକାଂଶ ସମୟ ଚର୍ଚ୍ଚାରେ ରହୁଥିବା ଲିଆଣ୍ଡର ଏବେ ପୁଣି ଏକ ନୂଆ ଚର୍ଚ୍ଚାରେ ରହିଛନ୍ତି। ତା ପୁଣି ପ୍ରେମ ନେଇ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଲିଆଣ୍ଡରଙ୍କ ସହ ବଲିଉଡ଼ ଆକ୍ଟ୍ରେସ କିମ୍ ଶର୍ମାଙ୍କ ଫଟୋ। ତେବେ ପୁଣି ଥରେ ଚର୍ଚ୍ଚାକୁ ଆସିଥିବା ଲିଆଣ୍ଡର କଣ ଖୁଲାସା କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର …..

ପୁଣି ପ୍ରେମରେ ପେସ୍

Comments are closed.