Latest Odisha News

BREAKING NEWS

Browsing Category

ନ୍ୟୁଜ ମେକର

ଅଶ୍ୱିନୀ କୁମାର ବୈଷ୍ଣବଙ୍କୁ ରେଳ ଦାୟିତ୍ୱ

ଭୁବନେଶ୍ୱର : ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ନୂଆ ମୁହଁ । ରାଜ୍ୟସଭା ସାଂସଦ ଅଶ୍ୱିନୀ କୁମାର ବୈଷ୍ଣବଙ୍କ କ୍ୟାବିନେଟ ପାହ୍ୟା ମନ୍ତ୍ରୀ । କ୍ୟାବିନେଟ ପାହ୍ୟା ପାଇବାରେ ପ୍ରଥମ ଓଡ଼ିଶା ସାଂସଦ ହେଉଛନ୍ତି ଅଶ୍ୱିନୀ । ଦୁଇ ଦୁଇଟି ଦାୟିତ୍ୱ ଗ୍ରହଣ କରିଥିବା ବେଳେ କେନ୍ଦ୍ର ରେଳମନ୍ତ୍ରୀ ଭାବେ…

ମନେରହିବେ ଦିଲ୍ଲୀପ କୁମାର

ଭୁବନେଶ୍ୱର: ମନେରହିବେ ଲିଜେଣ୍ଡାରୀ ଆକ୍ଟର ଦିଲ୍ଲୀପ କୁମାର । ବଲିଉଡର ଟ୍ରାଜେଡି କିଙ୍ଗ ଭାବେ ପରିଚିତ ଦିଳ୍ଲୀପ କୁମାର ଓରଫ ମହମ୍ମଦ ୟୁସୁଫ ଖାନ୍ । ୯୮ ବର୍ଷରେ ବର୍ଷୀୟାନ୍ ଅଭିନେତା ସବୁଦିନ ପାଇଁ ବିଦାୟ ନେଇଛନ୍ତି । ପେଶୱାର ହାବେଳୀରେ ଜନ୍ମ ନେଇଥିବା ଦିଲ୍ଲୀପ ପିଲା ବେଳରୁ ଅଭିନୟ…

ଫୋକସ୍‌ରେ ଆମେର

ଚର୍ଚ୍ଚାରେ ମିଷ୍ଟର ପରଫେକ୍ସନିଷ୍ଟ । ଏବେ ବିବାହ ବିଚ୍ଛେଦ ନେଇ ଚର୍ଚ୍ଚିତ ହୋଇପଡିଛନ୍ତି ବଲିଉଡ଼ ଷ୍ଟାର ଆମେର ଖାନ୍ । ଇଣ୍ଡଷ୍ଟ୍ରୀରେ ଷ୍ଟାର ଦମ୍ପତ୍ତିଙ୍କ ପ୍ରେମରୁ ନେଇ ବିବାହ ବିଚ୍ଛେଦରେ ବି ନୂଆ ଟ୍ୱିଷ୍ଟ । ନିଜର ବିବାହ ବିଚ୍ଛେଦ ନେଇ ଉଭୟ ଆମେର -କିରଣ ଭିଡିଓ ମାଧ୍ୟମରେ ଜଣାଇଛନ୍ତି ।…

ବଲିଉଡ଼ର ‘ସେରନୀ’

ଭୁବନେଶ୍ୱର: ବଲିଉଡ଼ର ଦମଦାର ଆକ୍ଟ୍ରେସ ବିଦ୍ୟା ବାଲାନ୍ । ନିଜ ଆକ୍ଟିଂ ଓ ପର୍ସନାଲିଟି ନେଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦବଦବା ଜାହିର କରିଛନ୍ତି । ମୁମ୍ବାଇରେ ଏକ କେରଳୀ ଆୟାର ପରିବାରରେ ଜନ୍ମ ଗ୍ରହଣ କରିଥିବା ବିଦ୍ୟାଙ୍କର ପିଲାବେଳରୁ ଅଭିନୟ ପ୍ରତି ଥିଲା ଦୁର୍ବଳତା । ମହିଳା ସଶକ୍ତିକରଣ…

ଦୌଡ଼ିବେ ଦୂତି

ଭୁବନେଶ୍ୱର: ଓଡ଼ିଶାର ଦୌଡ ରାଣୀ ଦୂତି ଚାନ୍ଦ । ୨୩ ରୁ ଟୋକିଓରେ ଆରମ୍ଭ ହେବ ଅଲିମ୍ପିକ୍ସ ଆଉ ଏଥିରେ ସ୍ପ୍ରିଣ୍ଟ କୁଇନ୍ ଦୂତି ଟୋକିଓ ଟିକେଟ ହାସଲ କରିଛନ୍ତି । ମହିଳା ୧୦୦ ଓ ୨୦୦ମିଟର ଦୌଡରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି । ପିଲା ବେଳରୁ ଖେଳ ପ୍ରତି ଦୁର୍ବଳତା ରହିଥିବା ବେଳେ କଠିନ…

ବଣ୍ଡା ଘାଟିର ବିକାଶରେ ସାପ୍ତାହିକ ହାଟ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖୈରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡା ଘାଟିରେ ବାସ କରନ୍ତି ପ୍ରାୟ ୭ ହଜାର ଆଦିମ ଜନଜାତିର ଲୋକେ । ଖୈରପୁଟ ବ୍ଲକ ଅନ୍ତର୍ଗତ ମୁଣ୍ଡିଗୁଡା ଠାରେ ହେଉଥିବା ସାପ୍ତାହିକ ହାଟ କହିଲେ ବୁଝାଏ ଏହି ବଣ୍ଡା ହାଟ । କାରଣ ଏହି ସାପ୍ତାହିକ ହାଟରେ ବଣ୍ଡା ଘାଟିର ଦୁଇଟି…

ଡରାଉଛି ଡେଲଟା ପ୍ଲସ୍

ଭୁବନେଶ୍ୱର:  କରୋନାର ଭୟ ମନରୁ ଥମୁନି । ତା ସହିତ ପୁଣି ଡେଲଟା ପ୍ଲସ୍ ଭାରିଆଣ୍ଟ ଚିନ୍ତା ବଢାଇଛି । ନୂଆ ଭାରିଆଣ୍ଟ ଯୋଗୁ ଲୋକଙ୍କ ମନରେ ଭୟ ବଢି ଚାଲିଛି । ତେବେ ସବୁ ଭାରିଆଣ୍ଟ ଅପେକ୍ଷା ଡେଲଟା ଭାରିଆଣ୍ଟର ନୂଆ ମ୍ୟୁଟେସନ୍ ଡେଲଟା ପ୍ଲସ୍ ଭାରିଆଣ୍ଟବିପଦ ଜନକ । ହେଲେ ଏଥିପାଇଁ ଭୟଭୀତ…

ହକି ଟିମ୍‌ରେ ବୀରେନ୍ଦ୍ରଙ୍କ ଦବଦବା

ଭୁବନେଶ୍ୱର:  ହକି ଟିମ୍‌ରେ ଓଡ଼ିଆଙ୍କ ଦବଦବା । ଟୋକିଓ ଅଲିମ୍ପିକ୍ସରେ ସାମିଲ ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା । ୧୬ ଜଣିଆ ପୁରୁଷ ହକି ଟିମ୍‌ର ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ ବୀରେନ୍ଦ୍ର । କିଛି ଦିନ ବ୍ୟବଧାନରେ ଚିକିତତ୍ସିତ ହେବା ପରେ ପୁଣି ମଇଦାନକୁ ଓହ୍ଲାଇଛନ୍ତି ସେ । ପିଲା ବେଳରୁ ଖେଳ…

ସ୍ପ୍ରିଣ୍ଟ କିଙ୍ଗ ମିଲଖା ସିଂ

ଭୁବନେଶ୍ୱର:ଇଣ୍ଡିଆନ୍ ଫିଲ୍ଡ ସ୍ପ୍ରିଣ୍ଟ ଲିଜେଣ୍ଡ ମିଲଖା ସିଂ । ଭାରତର ସବୁଠୁ ବଡ ନାମୀ ଖେଳାଳି ହେଉଛନ୍ତି ମିଲ୍‌ଖା । ଖାଲି ସେତିକି ନୁହେଁ ଏସିଆନ୍ ଗେମ୍ସ ଓ କମନୱେଲ୍‌ଥ ଗେମ୍ସରେ ୪୦୦ ମିଟରରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଏକ ମାତ୍ର ଭାରତୀୟ ହେଉଛନ୍ତି ମିଲଖା । ପଞ୍ଜ।।ବ…

ତପୁଙ୍କ ଆଶୁ ଆରୋଗ୍ୟ କାମନା

ଭୁବନେଶ୍ୱର: ମହାମାରୀ କରୋନା କବଳରେ ସେଲିବ୍ରିଟି । କିଛି ଦିନ ହେଲା କଣ୍ଠଶିଳ୍ପୀ ତପୁ ମିଶ୍ର କରୋନାରେ ଆ୍ରକାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଦିନକୁ ଦିନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡୁଥିବା ବେଳେ ଅମ୍ଳଜାନ ସ୍ତର ଖସିବାରେ ଲାଗିଛି । ତପୁଙ୍କର ଏବେ ଲମ୍ବା ସମୟ ଧରି…