Latest Odisha News

BREAKING NEWS

ବୋରିସଙ୍କ ବିବାହ

ଭୁବନେଶ୍ୱର : ବ୍ରିଟେନ ରାଜନୀତିର ଭିନ୍ନ ବ୍ୟକ୍ତିତ୍ୱ ପ୍ରଧାନମନ୍ତ୍ରୀ ବୋରିସ । ବ୍ରିଟିସ୍ ପଲିଟିସିଆନ୍ ଆଲେ୍‌ଜାଣ୍ଡର ବୋରିସ୍ ଜନସନ୍ । କିଛି ନା କିଛି ଘଟଣା ନେଇ ପ୍ରାୟ ସମୟ ଚର୍ଚ୍ଚାରେ ରୁହନ୍ତି ବୋରିସ୍ । ଏଇ ନିକଟରେ ନିଜଠାରୁ ୨୩ବର୍ଷ ସାନ କ୍ୟାରି ସାଇମଣ୍ଡସଙ୍କୁ ବିବାହ କରିିଛନ୍ତି । ୨୦୧୯ରେ ହୋଇଥିଲା ଏନଗେଜ୍ ମେଣ୍ଟ । ୨୦୨୨ରେ ବିବାହ କରିବାକୁ ଥିବା ବେଳେ କରୋନା ସଂକ୍ରମଣ ଓ ଲକ୍ ଡାଉନ୍ ସଟଡାନ୍ ଯୋଗୁ ସ୍ଥଗିତ ଥିଲା ।  ତେବେ ବୋରିସ୍ ଗୁପ୍ତ ଭାବେ ବିବାହ କରିଥିବା ସବୁଆଡେ ଚର୍ଚ୍ଚା ହେଉଥିବା ବେଳେ ତାଙ୍କୁ ନେଇ କିଛି ଖବର ଉପରେ ନଜର ପକାଇବା ।

 

Leave A Reply

Your email address will not be published.