Latest Odisha News

BREAKING NEWS

‘ଆଁଖ ମାରେ’ ଗୀତରେ ନାଚିଲେ ନିକ୍ ଜୋନସ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଦେଶି ଗୀତରେ ପୁଣି ଥରେ ଠୁମ୍‌କା ଲଗାଇଲେ ବିଦେଶୀ ଷ୍ଟାର ନିକ୍ ଜୋନଓ । ଭାଲେନ୍‌ଟାଇନ୍ ଡେ’ରେ ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ ଇମ୍ପ୍ରେସ କରିବା ପାଇଁ ଏଭଳି ନୂଆ ଫଣ୍ଡା ଆପଣାଇଥିଲେ ତାଙ୍କ ସ୍ୱାମୀ ନିକ୍ ଜୋନସ୍ । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି ।

 

View this post on Instagram

 

Pre show dance party with my forever Valentine. @priyankachopra #valentines

A post shared by Nick Jonas (@nickjonas) on

ଏହି ଭିଡିଓରେ ନିକ୍ ଜୋନସ୍ “ଆଖଁ ମାରେ’ ଗୀତରେ ନାଚୁଥିବା ଦେଖିବାକୁ ମିଳିଛି । ତାଙ୍କ ସହ ପ୍ରିୟଙ୍କା ମଧ୍ୟ ନାଚୁଛନ୍ତି । ଏହି ଭିଡିଓକୁ ନିକ୍ ନିଜ ଇଂଷ୍ଟାଗ୍ରାମ ଆକାଉଂଟରେ ସେୟାର କରିଛନ୍ତି । ଭିଡିଓଟି ସେୟାର କରିବାର କିଛି ସମୟ ମଧ୍ୟରେ ହିଁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

Leave A Reply

Your email address will not be published.