Latest Odisha News

BREAKING NEWS

ରାତି ୯ ଟାରୁ ସକାଳ ୫ଟା ଯାଏ ଲୁଧିଆନାରେ ରାତ୍ରି କର୍ଫ୍ୟୁ ଲାଗୁ

ଲୁଧିଆନା: କୋଭିଡ୍‌-୧୯ ସଂକ୍ରମଣ ପ୍ରସାରକୁ ରୋକିବା ପାଇଁ ଲୁଧିଆନା ଜିଲ୍ଲା ପ୍ରଶାସନ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାତି ୯ ଟାରୁ ୫ ଟା ମଧ୍ୟରେ ରାତ୍ରି କର୍ଫ୍ୟୁ ଲାଗୁ କରିଛି।

ଲୁଧିଆନା ଡେପୁଟି କମିଶନର ଭରିନ୍ଦର ଶର୍ମା ସୂଚନା ଦେଇ କହିଛନ୍ତି, “ଆମେ ରାତି ୯ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ଯାଏ କର୍ଫ୍ୟୁ ଲାଗୁ କରାଯାଇଛି।

“ଗତ ଦୁଇ ସପ୍ତାହ ଧରି ମାମଲା ସଂଖ୍ୟା ବହୁତ ସଂଖ୍ୟାରେ ବୃଦ୍ଧି ପାଇଛି। ଯାହା ଏବେ ଚିନ୍ତାର କାରଣ ପାଲଟିଛି ବୋଲି ଶର୍ମା କହିଛନ୍ତି।

Leave A Reply

Your email address will not be published.