Latest Odisha News

BREAKING NEWS

ଆଜି ଠାରୁ ରାତି ୮ଟା ପରେ ଟ୍ବିନ୍‌ ସିଟିରେ ‌ମୋ ବସ୍‌ ସେବା ବନ୍ଦ

ଭୁବନେଶ୍ୱର: ସୋମବାର ଠାରୁ କଟକ ଏବଂ ଭୁବନେଶ୍ୱରର ଟ୍ବିନ୍‌ ସିଟିରେ ରାତ୍ରି କର୍ଫ୍ୟୁ ଲାଗୁ ହେବା ସହିତ ମୋ ବସ୍ ସେବା ରାତି ୮ ଟା ପରେ ଉପଲବ୍ଧ ହେବ ନାହିଁ।

ଏକ ପ୍ରେସ ବିଜ୍ଞପ୍ତିରେ ରାଜଧାନୀ ଆଞ୍ଚଳିକ ସହରାଞ୍ଚଳ ପରିବହନ (CRUT) କହିଛି ଯେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ମୋ ବସ୍ ସେବା ଅକ୍ଟୋବର ୧୧ ରୁ ୨୦ ପର୍ଯ୍ୟନ୍ତ ରାତି ୮ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ବନ୍ଦ ରହିବ।

ତେବେ ପୂର୍ବପରି ପ୍ରତ୍ୟେକ ଦିନ ସକାଳ ୫ ଟାରୁ ରାତି ୮ ଟା ପର୍ଯ୍ୟନ୍ତ ଏହି ସେବା ଉପଲବ୍ଧ ହେବ।

Leave A Reply

Your email address will not be published.