Latest Odisha News

BREAKING NEWS

‘ଓଏସଏସସି’ର ଅଧ୍ୟକ୍ଷ ହେଲେ ନିର୍ମଳ ଚନ୍ଦ୍ର ମିଶ୍ର

ଭୁବନେଶ୍ୱର: ଆଇଏଏସ୍‌ ନିର୍ମଳ ଚନ୍ଦ୍ର ମିଶ୍ରଙ୍କୁ ମିଳିଛି ନୂଆ ନିଯୁକ୍ତି । ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ୍‌ କମିସନ୍‌ (ଓଏସ୍‌ଏସ୍‌ସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ ପାଇଛନ୍ତି ନିର୍ମଳ ।

ମେଜର ଜେନେରାଲ ଭବାନୀଶଙ୍କର ଦାସ ନିଜ କାର୍ଯ୍ୟକାଳ ପୂରା କରି ସାରିବା ପରେ ସରକାର ନୂତନ ଅଧ୍ୟକ୍ଷ ଭାବେ ଆଇଏସ୍‌ ନିର୍ମଳ ଚନ୍ଦ୍ର ମିଶ୍ରଙ୍କୁ ନିଯୁକ୍ତ କରିଛନ୍ତି ।

Leave A Reply

Your email address will not be published.