ନୂଆଦିଲ୍ଳୀ: ନିର୍ଭୟାଙ୍କ ଚାରି ଦୋଷୀ ଫାଶୀ ଖୁଣ୍ଟରେ କେବେ ଝୁଲିବେ? ଦୁଇ ଦୁଇ ଥର ଫାଶୀ ତାରିଖ ଘୁଞ୍ଚିବା ପରେ ଆଜି ନୂଆ ଡେଥ୍ ୱାରେଣ୍ଟ ଜାରି କରି ପାରନ୍ତି ପଟିଆଲା ହାଉସ୍ କୋର୍ଟ । ଏସମ୍ପର୍କିତ ପିଟିସନର ଆଜି ଶୁଣାଣି ରହିଛି । ନୂଆ ଡେଥ୍ ୱାରେଣ୍ଟ ଜାରି କରିବା ପାଇଁ ଗତକାଲି ପିଟିସନ୍ ଫାଇଲ୍ କରିଥିଲେ ନିର୍ଭୟାଙ୍କ ବାପା-ମାଆ । ଏହାପରେ ଆଜି ସୁଦ୍ଧା ଜବାବ ଦାଖଲ କରିବା ପାଇଁ ଚାରି ଦୋଷୀଙ୍କ ସମେତ ସମସ୍ତ ପକ୍ଷଙ୍କୁ ନୋଟିସ ଜାରି କରିଥିଲେ କୋର୍ଟ । ସେପଟେ ଗତକାଲି ଚାରି ଦୋଷୀଙ୍କୁ ଏକାସଙ୍ଗେ ଫାଶୀ ଦେବାକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ପାଇଁ କେନ୍ଦ୍ର କରିଥିବା ଆବେଦନର ଶୁଣାଣି ପାଇଁ ମନା କରିଥିଲେ ସୁପ୍ରିମକୋର୍ଟ । ଏହାସହ କୋର୍ଟ କହିଥିଲେ, ଯଦି ଦୋଷୀଙ୍କର କୌଣସି ଆଇନଗତ ପ୍ରକ୍ରିୟା ବାକି ନାହିଁ ତେବେ ନୂଆ ଡେଥ୍ ୱାରେଣ୍ଟ ପାଇଁ ତଳ କୋର୍ଟକୁ ଯାଅ ।
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.