Latest Odisha News

BREAKING NEWS

Browsing Tag

Supreme Court

ଶନିବାର ମଧ୍ୟାହ୍ନ ସୁଦ୍ଧା ନିଟ-ୟୁଜି ରେଜଲ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଶନିବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ସହର ୱାରୀ ଓ ପରୀକ୍ଷା କେନ୍ଦ୍ର ୱାରୀ ନିଟ ୟୁଜି ରେଜଲ୍ଟ ପ୍ରକାଶ କରିବାକୁ ସର୍ବୋଚ୍ଚ ଅଦାଲତ ଏନଟିଏକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଦିନର ପ୍ରଥମାର୍ଦ୍ଧରେ ନିଟ ପରୀକ୍ଷା ଅନିୟମିତତା ସମ୍ପର୍କିତ ୪୦ଟିରୁ ଅଧିକ ଆବେଦନର ଏକତ୍ର ଶୁଣାଣି…

ଏଣିକି ଛାଡପତ୍ର ପରେ ମୁସଲିମ ମହିଳାଙ୍କୁ ମିଳିବ ଭରଣପୋଷଣ

ନୂଆଦିଲ୍ଲୀ: ଛାଡ଼ପତ୍ର ପରେ ବି ଆଇନଗତ ଦୃଷ୍ଟିରୁ ସ୍ତ୍ରୀର ଭରଣ ପୋଷଣ ଦାୟିତ୍ୱ ନେବାକୁ ସ୍ୱାମୀ ବାଧ୍ୟ। ରକ୍ଷଣାବେକ୍ଷଣ କ୍ଷେତ୍ରରେ ଧର୍ମ ବାଧା ସୃଷ୍ଟି କରିପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ଏକ ମାମଲା ର ଶୁଣାଣି କରି କହିଛନ୍ତି। ମୁସଲିମ ମହିଳାଙ୍କ ଅଧିକାରକୁ ନେଇ ସୁପ୍ରିମକୋର୍ଟ…

ନିଟ୍-ୟୁଜି ପେପର ଲିକ୍ ମାମଲା; ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନିଟ୍-ୟୁଜି ପେପର ଲିକ୍ ମାମଲାରେ ବୁଧବାର ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷାରେ ଅନିୟମିତତା ହେବା ପରେ ଘଟଣାର ତଦନ୍ତ ସିବିଆଇ ଆରମ୍ଭ କରିଥିଲା। ତେଣୁ ସର୍ବୋଚ୍ଚ ଅଦାଲତ ସିବିଆଇ, ପରୀକ୍ଷା ଆୟୋଜନ କରିଥିବା…

କୋଲକାତା ହାଇକୋର୍ଟର ଦୁଇ ବେଞ୍ଚର କନ୍ଦଳ ତୁଟାଇବେ ସୁପ୍ରିମକୋର୍ଟ !

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟରେ ହାଇକୋର୍ଟ ମାମଲା। ଗତକାଲି କଲିକତା ହାଇକୋର୍ଟର ଏକକ ଜଜ୍ ବେଞ୍ଚଙ୍କ ନିର୍ଦ୍ଦେଶ ଏବଂ ଡିଭିଜନ୍ ବେଞ୍ଚଙ୍କ ନିଷ୍ପତ୍ତି ମଧ୍ୟରେ ବିବାଦ ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ବିବାଦ ସମ୍ପର୍କରେ ଶୀର୍ଷ ଅଦାଲତ ନିଜ ଆଡ଼ୁ ଶୁଣାଣି ପାଇଁ କହିଛନ୍ତି।…

ଡାକ୍ତରୀ ଛାତ୍ରଙ୍କୁ ବଡ଼ ଝଟକା ଦେଲେ ସୁପ୍ରିମକୋର୍ଟ !

ନୂଆଦିଲ୍ଲୀ: ଏଲୋପାଥି ଡାକ୍ତରୀ ଛାତ୍ର ତୁଳନାରେ ଆୟୁର୍ବେଦ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ମିଳିବନି ଛାତ୍ରବୃତ୍ତି। ଏକ ପିଟିସନର ଶୁଣାଣି କରି ଏପରି କହିଛନ୍ତି। ଜଷ୍ଟିସ ବିଆର ଗୱାଇ ଓ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣୀ ବେଳେ କହିଛନ୍ତି କି ଆୟୁର୍ବେଦରେ…

ବିଦା ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଦେ, ବିଜେପି କହୁଛି ଯେମିତି ହେଲେ ରଖିବୁ!

ଭୁବନେଶ୍ୱର: ସିନ୍ଦେ ଗୋଷ୍ଠୀ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ସମ୍ପର୍କିତ ନିଷ୍ପତ୍ତି ଶୁଣାଣି ପ୍ରସଙ୍ଗକୁ ନେଇ ରାଜନୀତି ଥମିବାର ନାଁ ନେଉନି। ଏହି ଶୁଣାଣିରେ ବହୁ ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ମହାରାଷ୍ଟ୍ର ବାଚସ୍ପତିଙ୍କୁ କଡା ସମାଲୋଚନା କରିଥିବା ବେଳେ ତୁରନ୍ତ ଏହି ମାମଲାର ଫଇସଲା କରିବାକୁ…

ମଣିପୁର ମାମଲାରେ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ପ୍ରଶ୍ନ, ପଚାରିଲେ ‘୧୪ ଦିନ ଯାଏ କେଉଁଠି ଥିଲ ?’

ନୂଆଦିଲ୍ଲୀ: ମଣିପୁର ଭାଇରାଲ୍ ଭିଡିଓ ମାମଲାର ଶୁଣାଣି ବେଳେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ସରକାରଙ୍କୁ ପଚାରିଛନ୍ତି, ‘ମେ ୪ର ଘଟଣାରେ ପୋଲିସ ମେ ୧୮ରେ ଏତଲା କଲା । କାହିଁକି ୧୪ ଦିନ ଯାଏ କୌଣସି ପଦକ୍ଷେପ ନିଆଯାଇ ନଥିଲା । ଭିଡିଓ ଭାଇରାଲ୍…

ଇଡି ନିର୍ଦ୍ଦେଶକ ଏସକେ ମିଶ୍ରଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୧୫ ଯାଏ ବୃଦ୍ଧି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭର୍ତ୍ସନା କଲେ, କାର୍ଯ୍ୟକାଳ ବଢ଼ାଇଲେ । ଇଡି ନିର୍ଦ୍ଦେଶକ ଏସକେ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରି କେନ୍ଦ୍ର ସରକାରଙ୍କୁ ଆଶ୍ୱସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ । ଏବେ ସଞ୍ଜୟ କୁମାର ମିଶ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନିର୍ଦ୍ଦେଶକ ଭାବେ ସେପ୍ଟେମ୍ବର ୧୫ ଯାଏ ରହିବ…

ଦିଲ୍ଲୀ ଅଧ୍ୟାଦେଶ ମାମଲା ଉପରେ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ କରିବେ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସରକାରଙ୍କ ବିବାଦ ଲାଗି ରହିଛି। କେନ୍ଦ୍ରର ସେବା ଆଧ୍ୟାଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କ ଆବେଦନକୁ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚକୁକୁ ପଠାଇଛନ୍ତି। ଏହି ପ୍ରସଙ୍ଗରେ କୋର୍ଟ କହିଛନ୍ତି ଯେ…

ସୁପ୍ରିମକୋର୍ଟ ବଦଳାଇ ପାରିବେ କି ଅନୁଚ୍ଛେଦ ୩୭୦ ଉଚ୍ଛେଦ ନିଷ୍ପତ୍ତି ?

ନୂଆଦିଲ୍ଲୀ: ଅନୁଚ୍ଛେଦ ୩୭୦ ଉଚ୍ଛେଦର ୪ ବର୍ଷ ପରେ ସୁପ୍ରିମକୋର୍ଟରେ ପୁଣି ଶୁଣାଣି ହେବାକୁ ଯାଉଛି । ଯେଉଁଥିରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିବା ବେଳେ ୩୭୦ ଉଚ୍ଛେଦକୁ ଅସାମ୍ବିଧାନିକ ଦର୍ଶାଯାଇଛି । ଯାହାର ଶୁଣାଣି ଅଗଷ୍ଟ ୨ରୁ ନିୟମିତ ଭାବେ କରାଯିବ । ସମସ୍ତ…