Latest Odisha News

BREAKING NEWS

ରାଜଧାନୀରେ ଅସ୍ଥାୟୀ ଦୋକାନରେ ଦୀପ ବିକ୍ରି ମନା

ଭୁବନେଶ୍ୱର: କରୋନା ସଙ୍କଟ ମଧ୍ୟରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ରାସ୍ତା କଡ଼ରେ ବସୁଥିବା ଅସ୍ଥାୟୀ ଦୋକାନ ଗୁଡିକରେ ଦୀପ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛି।

କୋଭିଡ୧୯ ମହାମାରୀ ଯୋଗୁଁ ସମ୍ଭାବ୍ୟ କ୍ଷତିକାରକ ପରିଣାମକୁ ବିଚାର କରି ବାଣ କିଣିବା ଓ ଫଟାଇବାକୁ ଓଡିଶା ସରକାରଙ୍କ ପକ୍ଷରୁ ନିଷେଧ କରାଯାଇଛି।

ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଦେଇଥିବା ସୁଚନା ଅନୁଯାୟୀ, ଅସ୍ଥାୟୀ ଦୀପ ଦୋକାନ ଖୋଲିବାକୁ ଆଉ ଏକ ଅଲଗା ଖୋଲା ସ୍ଥାନ ଚିହ୍ନଟ କରାଯିବ। ସେଠାରେ ଷ୍ଟଲ ଖୋଲିବା ପାଇଁ ଲୋକଙ୍କୁ ସମ୍ପୃକ୍ତ ଅଧିକାରୀଙ୍କଠାରୁ ଅନୁମତି ନେବାକୁ ପଡ଼ିବ। ଆହୁରି ମଧ୍ୟ ସେ କହିଛନ୍ତି, ” ତେବେ ରାସ୍ତାକଡ଼ରେ ଥିବା ଏହି ଦୋକାନଗୁଡିକୁ ଦୀପ ଏବଂ ଲାଇଟ୍ ବିକ୍ରୟ କରିବାକୁ ଅନୁମତି ଦିଆଯିବ ମାତ୍ର ସେମାନଙ୍କୁ ସାମାଜିକ ଦୂରତା ନିୟମ ମାନିବାକୁ ପଡିବ ଏବଂ ସେମାନଙ୍କ ଦୋକାନ ଆଗରେ ଭିଡ଼ ଯେପରି ନଜମେ ସେନେଇ ଦୋକାନୀ ମାନଙ୍କୁ ସଚେତନ ରହିବାକୁ ପଡିବ

Comments are closed.