Latest Odisha News

BREAKING NEWS

ନିଖୋଜ ରୁଷର ଏନ୍‌-୨୬ ବିମାନରେ ସମସ୍ତ ଯାତ୍ରୀ ମୃତ!

ମସ୍କୋ: ୨୨ ଜଣ ଯାତ୍ରୀ ଏବଂ ୬ ଜଣ କ୍ରୁ ସଦସ୍ୟଙ୍କୁ ନେଇ ଯାଉଥିବା ରୁଷର An-26 ବିମାନଟି ମଝି ରାସ୍ତାରେ ହଠାତ୍‌ ନିଖୋଜ ହୋଇଯାଇଥିଲା। ଏହାପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଆଶଙ୍କା କରାଯାଉଥିଲା।

BjdElectrycity

ତେବେ ସଦ୍ୟ ସୂଚନା ଅନୁଯାୟୀ ରୁଷର An-26 ବିମାନରେ ଥିବା ସମସ୍ତ ୨୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଇଣ୍ଟରଫ୍ୟାକ୍ସ ଏବଂ ଆରଆଇଏ ନ୍ୟୁଜ୍ ଏଜେନ୍ସି ଉଦ୍ଧାର କାର୍ଯ୍ୟ ସୂତ୍ରରୁ ପ୍ରକାଶ।

ଦେଶର ବିମାନ ଚଳାଚଳ ଏଜେନ୍ସି ଏଏଫ୍‌ପି କହିଛି ଯେ ସର୍ଚ୍ଚ ଟିମ୍‌ ୨୮ ଜଣ ସହ ନିଖୋଜ ହୋଇଯାଇଥିବା An-26 ଯାତ୍ରୀବାହୀ ବିମାନର ଧ୍ୱଂସାବଶେଷ ପାଇଛନ୍ତି।

Leave A Reply

Your email address will not be published.