Latest Odisha News

BREAKING NEWS

ନୋରାଙ୍କୁ କରୋନା

ମୁମ୍ବାଇ: ବଲିଉଡରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅର୍ଜୁନ କାପୁରଙ୍କ ପରେ ଗୁରୁବାର ଦିଲବର ଗାର୍ଲ ନୋରା ଫତେହୀ କରୋନା କବଳରେ ପଡିଛନ୍ତି । ସେ ଏବେ କ୍ୱାରେଂଟାଇନରେ ରହିଛନ୍ତି । ସୋସିଆଲ ସାଇଟରେ ନେରୋ ଏହି ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ସେମାନଙ୍କ କୋଭିଡ ଟେଷ୍ଟ କରାଇ ନିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।

୨୮ ଡିସେମ୍ବରରେ ନୋରାଙ୍କ କୋଭିଡ ଟେଷ୍ଟ କରାଯାଇଥିଲା ଏବଂ ଏହା ପଜିଟିଭ ଆସିଥିଲା ବୋଲି ତାଙ୍କ ସ୍ପୋକପର୍ଶନ କହିଛନ୍ତି । ପୂର୍ବରୁ ଅର୍ଜୁନ କାପୁର, ଅଂଶୁଲା କାପୁର ଓ ରିୟା କାପୁର ଏଥିରେ ସଂକ୍ରମିତ ହୋଇଛନ୍ତି ।

Comments are closed.