Latest Odisha News

BREAKING NEWS

ପ୍ରଜାପତି ଭାବେ ନିଜକୁ ଚିତ୍ରିତ କଲେ ମଡେଲ

ଫ୍ଲୋରିଡା: ଅବିଶ୍ୱାସ ହେଲେ ମଧ୍ୟ ଏହା ସତ । ଜନୈକ ମଡେଲ ଜଣେ କଳାକାର ଦ୍ୱାରା ନିଜର ନଗ୍ନ ଶରୀରକୁ ଗୋଟିଏ ଜୀବନ୍ତ ପ୍ରଜାପତି ଭାବେ ଚିତ୍ରିତ କରିଛନ୍ତି । ଦୀର୍ଘ ସମୟ ଧରି ଦେଖିବା ପରେ ସେ ପ୍ରଜାପତି ନୁହନ୍ତି ବୋଲି ଜଣାପଡିଛି । ଉତର ଇଟାଲିର ବଡି ଆର୍ଟ କଳାକାର ଜୋହାନେଦ ଷ୍ଟଟର ୨ ଘଂଟାରୁ ଊର୍ଦ୍ଧ୍ୱ ସମୟ ନେଇ ଜଣେ ମଡେଲକୁ ପ୍ରଜାପତିର ରୂପ ଦେଇ ଦେଇଥିଲେ ।

ତାଙ୍କ ସହ ମଡେଲ ଲୌରା ମଧ୍ୟ କଳାକୁ ଜୀବନ୍ତ କରିବା ପାଇଁ ମନପ୍ରାଣ ଦେଇ କାମ କରିଥିଲେ । ଷ୍ଟଟରଙ୍କୁ ମାଷ୍ଟର ଅଫ ଅନସିନ୍ ଆଖ୍ୟା ଦିଆଯାଇଛି । କଳା, ଥ୍ରୀଡି ମୁଭମେଂଟ ଓ ଟେକନିକ ସହାୟତାରେ ସେ ସିଦ୍ଧହସ୍ତ । ସମୀକ୍ଷକଙ୍କ ମତରେ ଦି ବଟରଫ୍ଲାଏ ତାଙ୍କର ଶେଷ କଳାକୃତି ।

Leave A Reply

Your email address will not be published.