Latest Odisha News

BREAKING NEWS

ବିଭକ୍ତି

 ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭା

ଯାହାଦ୍ୱାରା ସଂଖ୍ୟା ଓ କାରକର ପରିଚୟ ହୁଏ ତାହା ବିଭକ୍ତି । ବିଭକ୍ତି ପାଇଁ ଗୋଟିଏ ପଦ ବା କାରକ ଅନ୍ୟପଦଠାରୁ ଅଲଗା ବୋଲି ଜାଣିହୁଏ । ଗୋଟିଏ ପଦରୁ ଅନ୍ୟପଦକୁ ବିଭକ୍ତ କରୁଥିବାରୁ ଏହା ବିଭକ୍ତି ଭାବେ ପରିଚିତ ।ର୍କାକାରକରେ ପ୍ରଥମା, କର୍ମକାରକରେ ଦ୍ୱିତୀୟା, କରଣକାରକରେ ତୃତୀୟା, ସଂପ୍ରଦାନ କାରକରେ ଚତୁର୍ଥୀ, ଅପାଦାନ କାରକରେ ପମୀ, ସମ୍ବନ୍ଧ ପଦରେ ଷଷ୍ଠୀ ଓ ଅଧିକରଣ କାରକରେ ସପ୍ତମୀ ବିଭକ୍ତି ହୋଇଥାଏ ।

ଉଦାହରଣ-

ପ୍ରଥମା ବିଭକ୍ତି-
କବି କବିତା ଲେଖନ୍ତି ।

ହେ ପ୍ରଭୁ! କ୍ଷମାକର ।

ଦ୍ୱିତୀୟା ବିଭକ୍ତି-
ଲାଜା ଗୀତ ଗାଉଛି ।

ଡେଜି ମନ୍ଦିରକୁ ଯାଉଛି ।

ତୃତୀୟା ବିଭକ୍ତି-
ମୁଖ୍ୟମବୀ ବିମାନରେ ମାଲକାନଗିରି ଗଲେ ।

ସମସ୍ତେ ଖୁସିରେ ରହନ୍ତୁ ।

ଚତୁର୍ଥୀ ବିଭକ୍ତି-
ବ୍ରାହ୍ମଣଙ୍କୁ ଦକ୍ଷିଣା ଦିଅ ।

ଗୁରୁଜନଙ୍କୁ ଭକ୍ତି କର ।

ପମୀ ବିଭକ୍ତି-
ଦେଶ ବିଦେଶରୁ ଅତିଥି ଆସିଲେ ।

ଆକାଂକ୍ଷାଠାରୁ ପ୍ରତୀକ୍ଷା ଦୁର୍ବଳ ।

ଷଷ୍ଠୀ ବିଭକ୍ତି-
ବସନ୍ତ ଋତୁମାନଙ୍କର ରାଜା ।

ଇନ୍ଦ୍ରଧନୁର ରଙ୍ଗ ମନଲୋଭା ।
ସପ୍ତମୀ ବିଭକ୍ତି-

ଆଶ୍ୱିନ ମାସରେ ଦୁର୍ଗାପୂଜା ହୁଏ । ପଶ୍ଚିମ ଓଡ଼ିଶାରେ ନୂଆଖାଇ ଗୋଟିଏ ଗଣପର୍ବ । ଯାହାଦ୍ୱାରା ସଂଖ୍ୟା ଓ କାରକର ପରିଚୟ ହୁଏ ତାହା ବିଭକ୍ତି । ବିଭକ୍ତି ପାଇଁ ଗୋଟିଏ ପଦ ବା କାରକ ଅନ୍ୟପଦଠାରୁ ଅଲଗା ବୋଲି ଜାଣିହୁଏ । ଗୋଟିଏ ପଦରୁ ଅନ୍ୟପଦକୁ ବିଭକ୍ତ କରୁଥିବାରୁ ଏହା ବିଭକ୍ତି ଭାବେ ପରିଚିତ । ର୍କାକାରକରେ ପ୍ରଥମା, କର୍ମକାରକରେ ଦ୍ୱିତୀୟା, କରଣକାରକରେ ତୃତୀୟା, ସଂପ୍ରଦାନ କାରକରେ ଚତୁର୍ଥୀ, ଅପାଦାନ କାରକରେ ପମୀ ସମ୍ବନ୍ଧ ପଦରେ ଷଷ୍ଠୀ ଓ ଅଧିକରଣ କାରକରେ ସପ୍ତମୀ ବିଭକ୍ତି ହୋଇଥାଏ ।

Leave A Reply

Your email address will not be published.