Latest Odisha News

BREAKING NEWS

ଓଡିଆ ପ୍ରବାସୀ ଶ୍ରମିକ: ଗୁଜରାଟରେ ଓଡିଶା ସରକାରଙ୍କ ପ୍ରତିନିଧି ହେଲେ ଅରୂପ ପଟ୍ଟନାୟକ

ଭୁବନେଶ୍ୱର: ‘ଓଡିଶା ମୋ ପରିବାର’ର ଆବାହକ ଅରୂପ ପଟ୍ଟନାୟକ ଗୁଜରାଟରେ ଓଡିଶା ସରକାରଙ୍କ ପ୍ରତିନିଧି ଭାବେ ନିଯୁକ୍ତ ହୋଇଛନ୍ତି । ଓଡିଆ ପ୍ରବାସୀ ଶ୍ରମିକଙ୍କୁ ନେଇ ଗୁଜରାଟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି କାମ କରିବେ । ଗୁଜରାଟରେ ଫସି ରହିଥିବା ଓଡିଆ ଶ୍ରମିକଙ୍କ ସମସ୍ୟା ବୁଝିବେ । ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଘୋଷଣା ହେବା ପରେ ଗୁଜରାଟର ବିଭିନ୍ନ ଅଞ୍ଚଳରେ ପ୍ରବାସୀ ଓଡିଆ ଶ୍ରମିକମାନେ ଫସି ରହିଛନ୍ତି ।

ଅରୂପ ଏହି କାମରେ ମହାରାଷ୍ଟ୍ରର ପୂର୍ବତନ ଏସିପି ରାକେଶ ଶର୍ମାଙ୍କୁ ସହାୟତା କରିବେ ।

Leave A Reply

Your email address will not be published.