Latest Odisha News

କୋଭିଡ-୧୯ ସହାୟତା: ୧୦ଟି ସଙ୍ଗଠନକୁ ଦାନ କଲେ ପ୍ରିୟଙ୍କା ଓ ନିକ୍

ୱାଶିଂଟନ: ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନାସ ମିଳିତ ଭାବେ ୧୦ଟି ସଙ୍ଗଠନକୁ ସହାୟତା ରାଶି ପ୍ରଦାନ କରିଛନ୍ତି । ଏହି ୧୦ଟି ସଙ୍ଗଠନ କରୋନାଭାଇରସ ମହାମାରୀ ସମୟରେ ଲୋକଙ୍କୁ ଖାଦ୍ୟ ବାଣ୍ଟିବା ତଥା ଚିକିତ୍ସା ସାମଗ୍ରୀ ଯୋଗାଇବା କାମ କରନ୍ତି ।

 

View this post on Instagram

 

The world needs our help more than ever. These organizations are doing amazing work by helping those impacted by #Covid19. They are feeding the hungry (including children out of school), supporting doctors and first responders, helping low income and homeless communities, and supporting our colleagues in the entertainment industry. Nick and I have already donated to these charities: @unicef, @feedingamerica, @goonj, @doctorswithoutborders, @nokidhungry, @give_india, @sagaftra, @iahvofficial, @friends_of_aseema, and #PMCares Fund. Thank you for everything you are doing. They need your support too, and we would implore you to donate as well. I have linked to each org with a swipe up in my stories…no donation is too small. Together we can help the world beat this. ❤️ @nickjonas

A post shared by Priyanka Chopra Jonas (@priyankachopra) on

ଉଭୟେ ମିଶି ବ୍ୟାପକ ସ୍ତରରେ ବିଭିନ୍ନ ଆବଶ୍ୟକତା ପୂରଣ କରୁଥିବା ସଙ୍ଗଠନ ଗୁଡିକୁ ଆର୍ଥିକ ସହାୟତା କରିଛନ୍ତି । ୟୁନିସେଫ(UNICEF), ପିଏମ କେୟାର୍ସ ପାଣ୍ଠି, ଅସୀମା, ଗୁଞ୍ଜ, ଗେଟ୍ ଇଣ୍ଡିଆ, ଗିଭ ଇଣ୍ଡିଆ, ନୋ କିଡ ହଙ୍ଗ୍ରି, ଡକ୍ଟର୍ସ ୱିଦଆଉଟ ବୋଡର, SAG-AFTRA, ସଂଯୁକ୍ତ ରାଷ୍ଟ୍ରର ଅନ୍ତର୍ଜାତୀୟ ଶିଶୁ ଜରୁରୀକାଳୀନ କୋଷ, ଫିଡିଙ୍ଗ ଆମେରିକା ସଂସ୍ଥାକୁ ପ୍ରିୟଙ୍କା ଓ ନିକ୍ ଦାନ କରିଛନ୍ତି ।

Leave A Reply

Your email address will not be published.