ଭୁବନେଶ୍ୱର: ଓଡିଆ ସିନେ ଜଗତର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶଖ ବାଚୁ ମୁଖାର୍ଜୀ ରବିବାର ସନ୍ଧ୍ୟାରେ ବାରିପଦାଠାରେ ଶେଷ ନଶ୍ୱାସ ତ୍ୟାଗ କରିଛନ୍ତି ।
ସିନେ ଜଗତରେ ସେ ବାଚୁ ଦା ନାମରେ ବେଶ୍ ପରିଚିତ ଥିଲେ । ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଫୁଲଚନ୍ଦନ ଚଳଚ୍ଚିତ୍ରରେ ସହକାରୀ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସେ କାମ ଆରମ୍ଭ କରିଥିଲେ ।

ପରବର୍ତ୍ତୀ ସମୟରେ ଗୋପରେ ବଢୁଛି କଳା
କହ୍ନେଇ ଭଳି ଅନେକ ଚଳଚ୍ଚିତ୍ରରେ ନିଜେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।
ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା ।
Comments are closed.