Latest Odisha News

BREAKING NEWS

୨୦୦କୁ ବଢିପାରେ ବିଧାନସଭା ସିଟ୍ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟ ବିଧାନସଭାରେ ଆସନ ସଂଖ୍ୟା ୧୪୭ରୁ ପ୍ରାୟ ୨୦୦ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଏନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ସୂଚିତ କରିଛନ୍ତି।

ଭୁବନେଶ୍ୱରରେ ନୂତନ ବିଧାନସଭା କୋଠା ଏବଂ ଲୋକସେବା ଭବନର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ବିଧାନସଭାରେ ୧୪୭ ସଦସ୍ୟ ଅଛନ୍ତି। କିନ୍ତୁ ପରବର୍ତ୍ତୀ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ପରେ ଏହି ସଂଖ୍ୟା ଆହୁରି ୫୦ ଆସନ ବୃଦ୍ଧି ପାଇପାରେ। ସେହିପରି ବିଧାୟକଙ୍କ ସଂଖ୍ୟା ପ୍ରାୟ ୨୦୦ ପାଖାପାଖି ପହଞ୍ଚିପାରେ।

 

Leave A Reply

Your email address will not be published.