Latest Odisha News

BREAKING NEWS

ପ୍ରାୟ ୧୨ କୋଟିର ଜିଏସଟି ଚୋରି କରି ଗିରଫ ହେଲେ ଓଡିଶା ବ୍ୟବସାୟୀ

ବଲାଙ୍ଗୀର: ଏକ ମିଳିତ ପ୍ରବର୍ତ୍ତନ ଟିମ ଗୁରୁବାର ଦିନ ସାଇ ଇଣ୍ଟରନ୍ୟାସନାଲ ମାଇନ୍ସ ଓ ମିନେରାଲସର ମାଲିକ ତ୍ରିଥାଙ୍କରଙ୍କୁ ୧୨.୮୪ କୋଟି ଟଙ୍କା ପର୍ଯ୍ୟନ୍ତ ଜିଏସଟି ଚୋରି ଅଭିଯୋଗରେ ଗିରଫ କରିଛି ।

ଗିରଫ ପରେ ତାଙ୍କୁ ଟିଟିଲାଗଡ଼ ଅଦାଲତରେ ହାଜର କରାଯାଇଥିଲା । ସେଠାରେ ଅଦାଲତ ତ୍ରିଥାଙ୍କରଙ୍କ ଜାମିନ ନିବେଦନକୁ ଖାରଚ କରିଦେବାରୁ ତାଙ୍କୁ ନ୍ୟାୟିକ ହୀରାସତ୍ ମଧ୍ୟରେ ରଖାଯାଇଛି ।

ଅଧିକାରୀଙ୍କ କହିବା ଅନୁଯାୟୀ ଅଭିଯୁକ୍ତ ୨୦୧୭ ମସିହା ଜୁଲାଇ ମାସରୁ କିଣାବିକା କରିନଥିବା ଜିନିଷର ଜାଲି ବିଲ ତିଆରି କରି ଆସୁଥିଲେ ।

Leave A Reply

Your email address will not be published.