Latest Odisha News

BREAKING NEWS

ରାଉଣ୍ଡ-୪ ଭୋଟ ଗଣତି ଶେଷ, ତିର୍ତ୍ତୋଲରେ ୫,୬୨୬ ଭୋଟରେ BJD ଆଗୁଆ

ବାଲେଶ୍ୱର: ସରିଛି ଚତୁର୍ଥ ରାଉଣ୍ଡ ଭୋଟ ଗଣତି । ଏଯାଏଁ ଉଭୟ ବିଧାନସଭା ଆସନରେ ବିଜେଡି ଆଗୁଆ ରହିଛି । ମୋଟି ୨୫ ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବା ବେଳେ ତିର୍ତ୍ତୋଲରେ ଚତୁର୍ଥ ରାଉଣ୍ଡ ଭୋଟ ଗଣତି ସରିଛି ।

ଚତୁର୍ଥ ରାଉଣ୍ଡ ଭୋଟ ଗଣତି ସରିଲା ବେଳକୁ ତିର୍ତ୍ତୋଲ ଆସନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୧୫୧୩୧, କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକ ୧୯୩୫, ବିଜେପି ପ୍ରାର୍ଥୀ ରାଜ କିଶୋର ବେହେରା ୯୫୦୫ ଭୋଟ ପାଇଛନ୍ତି ।

 

Leave A Reply

Your email address will not be published.