ଭୁବନେଶ୍ୱର: ବାହାର ରାଜ୍ୟରେ ଫସିଥିବା ଓଡ଼ିଆଙ୍କୁ ଉଦ୍ଧାର କରିବା ପାଇଁ ଆଗେଇ ଆସିଛନ୍ତି ରାଜ୍ୟ ସରକାର । ଏଥିପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ପୃକ୍ତ ରାଜ୍ୟ ଫସିଥିବା ଓଡ଼ିଆ ଲୋକଙ୍କୁ ସହାୟତାର ହାତ ବଢ଼ାନ୍ତୁ ବୋଲି ଚିଠିରେ ନବୀନ ଅପିଲ କରିଛନ୍ତି । ଏଥିପାଇଁ ଯାହା ଖର୍ଚ୍ଚ ହେବ ତାହା ଓଡ଼ିଶା ସରକାର ବହନ କରିବ ବୋଲି ନବୀନ କହିଛନ୍ତି । ଏନେଇ ସମ୍ପୃକ୍ତ ଜିଲ୍ଳାର ଜିଲ୍ଲାପାଳଙ୍କୁ ଅବଗତ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି ।
କରୋନା ପାଇଁ ସାରା ଦେଶ ୨୧ ଦିନ ପାଇଁ ପୁରା ଲକ ଡାଉନ୍ ରହିଛି । ଏପରି ସ୍ଥିତିରେ ବିଭିନ୍ନ ରାଜ୍ୟରେ ଅନେକ ଓଡ଼ିଆ ଫିସି ରହିଛନ୍ତି । ସେମାନେ ଭିଡିଓ ମେସେଜରେ ବାର୍ତ୍ତା ପଠେଇ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି । ଏଭଳି ପରିସ୍ଥିତିରେ ନବୀନ ସମ୍ପୃକ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ସେମାନଙ୍କ ଉଦ୍ଧାର ପାଇଁ ବାଟ ଫିଟିବ ବୋଲି ଆଶା କରାଯାଉଛି ।
BREAKING NEWS
- ଓଡ଼ିଶାର ଆର୍ଥିକ ସ୍ୱାଧୀନତା ଉପରେ କୁଠାରଘାତ: ଏମଏମଡିଆର୍ ଆଇନ ବିରୋଧରେ ରାଜଭବନରେ ଫେରାଦ ହେଲା ବିଜେଡି
- ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଅକ୍ଟୋବର ୧ ମଧ୍ୟରେ ବିଦ୍ୟାଭାରତୀଙ୍କୁ ତଳ କୋର୍ଟରେ ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
- ଭୁବନେଶ୍ୱରରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ଉ: କାର୍ରୁ ୫୨୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ
- ହର୍ଷିତଙ୍କ ଚୟନକୁ ନେଇ ପ୍ରଶ୍ନ ଉଠାଇଲେ ରମେଶ
- ଲାଲକିଲ୍ଲା ଆତ୍ମଘାତୀ ବିସ୍ଫୋରଣ: ଡାକ୍ତର ଉମର ନବୀ ଥିଲା ମାଷ୍ଟରମାଇଣ୍ଡ, ୭୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଏନଆଇଏ
- ଅଷ୍ଟ୍ରେଲିଆ ଏ ବିପକ୍ଷ ସିରିଜ ପାଇଁ ଇଣ୍ଡିଆ ଏ ଦଳ ଘୋଷଣା: ହାର୍ଦ୍ଦିକଙ୍କ ପ୍ରତ୍ୟାବର୍ତ୍ତନ
- ବାପର ଧାରୁଆ ଅସ୍ତ୍ର ଆକ୍ରମଣରେ ପୁଅ ମୃତ
- ଉପମୁଖ୍ୟମନ୍ତ୍ରୀଙ୍କ ପିଏ କହି ଲୁଟୁଥିଲା ଟଙ୍କା, ଆଉ ତାପରେ..
- ଦୁଲୀପ ଟ୍ରଫି ଫାଇନାଲ : ୫୮୪ ରନ୍ର ବିଶାଳ ଅଗ୍ରଣୀ ସହ ବିଜୟ ଦ୍ୱାରଦେଶରେ ଇଷ୍ଟ ଜୋନ
- ନ୍ୟାସନାଲ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ଆଇନ ପରିସରକୁ BCCI ଏବଂ ରାଜ୍ୟ ସଂଘଗୁଡ଼ିକ କାହିଁକି ଆସିବେ ନାହିଁ: ସୁପ୍ରିମକୋର୍ଟ

Comments are closed.