ଭୁବନେଶ୍ୱର: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ୧୦୦୦ରୁ ଅଧିକ ପ୍ଲାଜମା ଥେରାପିର ବ୍ୟବହାର କରି ଓଡିଶା ସରକାର ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି।
ଏହି ମାଇଲଖୁଣ୍ଟ ହାସଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ଲାଜମା ଦାତାଙ୍କୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ଧନ୍ୟବାଦ ଅର୍ପଣ କରାଯାଇଛି।
ଏହା ବ୍ୟତୀତ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ମଧ୍ୟ ଟ୍ବିଟ୍ କରି ଅଭିନନ୍ଦନ ଜଣାଯାଇଛି।
Comments are closed.