Latest Odisha News

BREAKING NEWS

କଂଗ୍ରେସ ଛାଡିଲେ ରାଜକିଶୋର ବେହେରା

ଭୁବନେଶ୍ୱର: କଂଗ୍ରେସ ନେତା ରାଜକିଶୋର ବେହେରା ଗୁରୁବାର ଦିନ ଦଳରୁ ଇସ୍ତଫା ଦେଇଛନ୍ତି।

ଶ୍ରୀ ବେହେରା ନିଜ ଇସ୍ତଫା ପତ୍ର ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି ।

“ମୋ ଇସ୍ତଫା ପତ୍ର ଗ୍ରହଣ କରନ୍ତୁ ବୋଲି ଉକ୍ତ ଚିଠିରେ ସେ ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ, ସେ ୨୦୦୯ ଓ ୨୦୧୪ ମସିହାରେ ତିର୍ତ୍ତୋଲ ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ ।

 

Leave A Reply

Your email address will not be published.