ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୪୫ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୧୯ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍ରୁ ଥିବା ବେଳେ ୮୬ ଟି ଲୋକାଲ୍ କେସ୍ ରହିଛି।
ସେହିପରି ବାଲେଶ୍ବରରୁ ୫, ବରଗଡରୁ ୧, ବଲାଙ୍ଗୀରରୁ ୧, ବୌଦ୍ଧରୁ ୫, କଟକରୁ ୧୦, ଦେଓଗଡରୁ ୧, ଗଞ୍ଜାମରୁ ୪, ଜଗତସିଂହପୁରରୁ ୩, ଯାଜପୁରରୁ ୬, କଳାହାଣ୍ଡିରୁ ୩, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ୨, ଖୋର୍ଦ୍ଧାରୁ ୧୦୭, ମୟୁରଭଞ୍ଜରୁ ୫, ନୟାଗଡରୁ ୪, ପୁରୀରୁ ୧, ରାୟଗଡାରୁ ୧, ସୋନପୁରରୁ ୧, ସୁନ୍ଦରଗଡରୁ ୨୨ ଜଣ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
Comments are closed.