Latest Odisha News

BREAKING NEWS

ରାଜ୍ୟରୁ ୪୪୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍‌। ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୪୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୭୮ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୬୦ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ୧୮୭ ଲୋକାଲ୍‌ କେସ୍‌ ରହିଛି।

ସେହିପରି ଅନୁଗୁଳରୁ ୩, ବାଲେଶ୍ବରରୁ ୧୩, ବରଗଡରୁ ୧,ବଲାଙ୍ଗୀରରୁ ୧, ଭଦ୍ରକରୁ ୨, କଟକରୁ ୬୨, ଦେଓଗଡରୁ ୨, ଢେଙ୍ଗାନାଳରୁ ୪, ଗଜପତିରୁ ୪, ଗଞ୍ଜାମରୁ ୨, ଜଗତସିଂହପୁରରୁ ୧୨, ଯାଜପୁରରୁ ୧୧, ଝାରସୁଗୁଡାରୁ ୧, କଳାହାଣ୍ଡିରୁ ୧, କେନ୍ଦ୍ରାପଡ଼ାରୁ ୮, ଖୋର୍ଦ୍ଧାରୁ ୧୮୦, କୋରାପୁଟରୁ ୨, ମାଲକ‌ାନଗିରିରୁ ୨, ମୟୂରଭଞ୍ଜରୁ ୧୭, ନୟାଗଡରୁ ୫, ନୂଆପଡ଼ାରୁ ୨, ପୁରୀରୁ ୮, ରାୟଗଡାରୁ ୩୧, ସମ୍ବଲପୁରରୁ ୨୪, ସୋନପୁରରୁ ୧, ସୁନ୍ଦରଗଡରୁ ୫ ଜଣ ଲେଖାଏଁ କରୋନା ଚିହ୍ନଟ ହୋଇଛନ୍ତି।

Comments are closed.