Latest Odisha News

BREAKING NEWS

ରାଜ୍ୟରେ ୪୫୭ ନୂଆ ଆକ୍ରାନ୍ତ ଚିହ୍ନଟ‌; ୭୩ ଛୁଆ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା କାୟା। ଗତ ୨୪ ଘଣ୍ଟାରେ ୪୫୭ଟି ନୂଆ କରୋନା ମାମଲା ବାହାରିଛି। ୦ରୁ ୧୮ ବର୍ଷ ମଧ୍ୟରେ ୭୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୬୫ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୧୯୨ଟି ।

ଅନୁଗୁଳରୁ ୫, ବାଲେଶ୍ବରରୁ ୨୮, ବରଗଡରୁ ୪, ଭଦ୍ରକରୁ ୧୦, ବଲାଙ୍ଗୀରରୁ ୧, କଟକରୁ ୪୪, ଦେଓଗଡରୁ ୩, ଢେଙ୍କାନାଳରୁ ୧, ଗଜପତିରୁ ୩, ଗଞ୍ଜାମରୁ ୮, ଜଗତସିଂହପୁରରୁ ୧୦, ଯାଜପୁରରୁ ୧୮, ଝାରସୁଗୁଡାରୁ ୨, କଳାହାଣ୍ଡିରୁ ୧, କେନ୍ଦ୍ରାପଡ଼ାରୁ ୩, କେନ୍ଦୁଝରରୁ ୩, ଖୋର୍ଦ୍ଧାରୁ ୨୦୭, କୋରାପୁଟରୁ ୪, ମାଲକାନଗିରିରୁ ୧, ମୟୁରଭଞ୍ଜରୁ ୧୯, ନବରଙ୍ଗପୁରରୁ ୪, ନୟାଗଡରୁ ୪, ପୁରୀରୁ ୭, ରାୟଗଡ଼ାରୁ ୭, ସମ୍ବଲପୁରରୁ ୩, ସୁନ୍ଦରଗଡ଼ରୁ ୧୦ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.