Latest Odisha News

BREAKING NEWS

ଆଜି ୪୬୨ ନୂଆ ଆକ୍ରାନ୍ତ ଚିହ୍ନଟ; ୭୦ ଛୁଆ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ କମୁଛି କରୋନା କାୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୬୨ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୨୬୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୯୪ଟି । ରାଜ୍ୟରେ ୧୮ ବର୍ଷ ଭିତରେ ଆଉ ୭୦ ଜଣ ସଂକ୍ରମିତ ହୋଇଛନ୍ତି ।

ଅନୁଗୁଳରୁ ୬, ବାଲେଶ୍ବରରୁ ୧୧, ବରଗଡରୁ ୪, ଭଦ୍ରକରୁ ୧୬, ବଲାଙ୍ଗୀରରୁ ୨, କଟକରୁ ୩୦, ଦେଓଗଡରୁ ୧, ଢେଙ୍କାନାଳରୁ ୨, ଗଜପତିରୁ ୨, ଗଞ୍ଜାମରୁ ୨, ଜଗତସିଂହପୁରରୁ ୩୧, ଯାଜପୁରୁ ୨୮, ଝାରସୁଗୁଡାରୁ ୪, କଳାହାଣ୍ଡିରୁ ୨, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୧୦, କେନ୍ଦୁଝରରୁ ୧, ଖୋର୍ଦ୍ଧାରୁ ୨୦୧, ମୟୂରଭଞ୍ଜରୁ ୧୩, ନୟାଗଡରୁ ୫, ନୂଆପଡାରୁ ୧, ପୁରୀରୁ ୧୩, ରାୟଗଡାରୁ ୪, ସମ୍ବଲପୁରରୁ ୧୨, ସୁନ୍ଦରଗଡରୁ ୧୬ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.