Latest Odisha News

ରାଜ୍ୟରୁ ୧୯୧୭ କରୋନା ପଜିଟିଭ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୯୧୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନରୁ ୧୧୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ରହିଛି ୮୦୮।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୫୬, ,ଜଗତସିଂହପୁରରୁ ୯୨, ଯାଜପୁରରୁ ୮୭, କେନ୍ଦ୍ରାପଡ଼ାରୁ ବାହାରିଛନ୍ତି ୭୩ ପଜିଟିଭ୍ ।

ଅନୁଗୁଳରୁ ୯୧, ବାଲେଶ୍ବରରୁ ୮୪, ବରଗଡରୁ ୧୯, ଭଦ୍ରକରୁ ୫୫, ବଲାଙ୍ଗୀରରୁ ୧୦, ବୌଦ୍ଧରୁ ୭, ଦେଓଗଡ଼ରୁ ୧, ଢେଙ୍କାନାଳରୁ ୩୭, ଗଜପତିରୁ ୧୬, ଗଞ୍ଜମରୁ ୭, ଝାରସୁଗୁଡାରୁ ୯, କଳାହାଣ୍ଡିରୁ ୬, କନ୍ଧମାଳରୁ ୨୫, କେନ୍ଦୁଝରରୁ ୩୩, କେରାପୁଟରୁ ୧୦, ମାଲକାନଗିରିରୁ ୧୨, ମୟୁରଭଞ୍ଜରୁ ୬୯, ନବରଙ୍ଗପୁରରୁ ୧୦, ନୟାଗଡ଼ରୁ ୭୬, ନୂଆପଡ଼ାରୁ ୫, ପୁରୀରୁ ୧୧୮, ରାୟଗଡାରୁ ୧୧, ସମ୍ବଲପୁରରୁ ୧୫, ସୋନପୁରରୁ ୬, ସୁନ୍ଦରଗଡ଼ରୁ ୫୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଗତ ୨୪ ଘଣ୍ଟାରେ ୨୨୧୦ ଜଣ ଆରୋଗ୍ୟ ଲାଗ କରିଥିବା ବେଳେ ମୋଟ ପଜିଟିଭ ସଂଖ୍ୟା ରହିଛି ୯୬୩୮୫୧। ସୁସ୍ଥଙ୍କ ସଂଖ୍ୟା ୯୩୯୧୬୦ ରହିଥିବା ବେଳେ ସକ୍ରିୟ ସଂଖ୍ୟା ରହିଛି ୧୯୨୬୬୧।

Leave A Reply

Your email address will not be published.