Latest Odisha News

BREAKING NEWS

ରାଜ୍ୟରୁ ୧୩୧୫ ନୂଆ ପଜିଟିଭ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୩୧୫ଟି ନୂଆ ପଜିଟିଭ କେସ୍‌ ଚିହ୍ନଟ ହୋଇଛି। ଏହାବ୍ୟତୀତ ସଙ୍ଗରୋଧରୁ ୭୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୫୩ଟି ଲୋକାଲ୍‌ କେସ୍‌ ରହିଛି।

ଅନୁଗୁଳରୁ ୫୨, ବାଲେଶ୍ବରରୁ ୪୩, ବରଗଡରୁ ୨, ଭଦ୍ରକ ୪୯, ବଲାଙ୍ଗୀର ୪, ବୌଦ୍ଧ ୪, କଟକ, ୧୯୮, ଦେଓଗଡ଼ ୭, ଢେଙ୍କାନାଳ ୧୮, ଗଜପତି ୫, ଗଞ୍ଜାମ ୧୧, ଜଗତସିଂହପୁର ୫୩, ଯାଜପୁର ୮୯, କଳାହାଣ୍ଡି ୪, କନ୍ଧମାଳ ୪, କେନ୍ଦ୍ରାପଡା ୨୮, କେନ୍ଦୁଝର ୧୩, ଖୋର୍ଦ୍ଧା ୪୧୩, କୋରାପୁଟ ୬, ମାଲକାନଗିରି ୫, ମୟୁରଭଞ୍ଜ ୬୨, ନବରଙ୍ଗପୁର ୪, ନୟାଗଡ ୨୫, ନୂଆପଡା ୬, ପୁରୀ ୬୭, ରାୟଗଡା ୧୨, ସମ୍ବଲପୁର ୨୩, ସୋନପୁର ୮, ସୁନ୍ଦରଗଡରୁ ୧୬ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାସହିତ ମୋଟ ପଜିଟିଭ ସଂଖ୍ୟା ୯୮୨୧୮୧ ଥିବା ବେଳେ ମୋଧ ଆରୋଗ୍ୟଙ୍କ ସଂଖ୍ୟା ୯୬୨୦୮୮ ରହିଛି। ଏହାସହିତ ମୋଟ ସକ୍ରିୟ ମାମଲା ରହିଛି ୧୩୮୭୨।

Leave A Reply

Your email address will not be published.