Latest Odisha News

କର‌ୋନା ଟିକା ନ‌େଲ‌େ ପ୍ରଥମ ଓଡିଆ

ଲଣ୍ଡନ: ପ୍ରଥମ ଓଡିଆ ଭାବ‌େ କର‌ୋନା ଟିକା ‌ନ‌େଇଛନ୍ତି ବ୍ରିଟ‌େନରେ ସ୍ବାସ୍ଥ୍ୟର୍କମୀ ଭାବ‌େ କାର୍ଯ୍ୟରତ ଡ. ଶୈଳେଶ ମିଶ୍ର।

ସୂଚନା ଅନୁଯାୟୀ ଗତ ମଙ୍ଗଳ ବାର ଠାରୁ ବ୍ରିଟ‌େନର‌େ ଫାଇଜର ଟିକାକରଣ ଆରମ୍ଭ ହ‌ୋଇଥିବା ବ‌େଳେ ଡ. ଶୈଳେଶ ମିଶ୍ରଙ୍କୁ ଏହି ଟିକା ଦିିଆଯାଇଛି।

ଏନେଇ ସ‌େ କହିଛନ୍ତି ଯ‌େ, ମ‌ୋ ମାଆ ଭାରତର‌େ ରହୁଥିବା ବ‌େଳେ କର‌ୋନା ଯ‌ୋଗୁଁ ଦୀର୍ଘ ୯ ମାସ ହେବ ତାଙ୍କୁ ଦେଖା କରିପାରିନାହିଁ। ପୂର୍ବରୁ ୨ରୁ ୩ ମାସ ମଧ୍ୟର‌େ ଯାଇ ତାଙ୍କୁ ଦେଖା କରିଥାଏ। ହେଲ‌େ କର‌ୋନା ଯୋଗୁଁ ସମ୍ଭବ ହୋଇପାରୁନାହିଁ।

ତେବ‌େ ଏହି ଟିକା ଫଳପ୍ରଦ ହେବ ବ‌ୋଲି ସ‌େ ପ୍ରକାଶ କରିଛନ୍ତି।

Comments are closed.