Latest Odisha News

BREAKING NEWS

ପ୍ରକାଶ ପାଇଲା CPET ୨୦୨୦ ଆଡମିଟ୍ କାର୍ଡ

ଭୁବନେଶ୍ୱର: ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ବୁଧବାର ଦିନ ଓଡିଶା କମନ୍ ପିଜି ପ୍ରବେଶିକା ପରୀକ୍ଷା (CPET) ୨୦୨୦ ପାଇଁ ଆଡମିଟ୍ କାର୍ଡ ପ୍ରକାଶ କରିଛି।

ପଞ୍ଜୀକୃତ ପ୍ରାର୍ଥୀମାନେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାକୁ ଅଫିସିଆଲ୍ ୱେବସାଇଟ୍ pg.samsodisha.gov.in ବ୍ୟବହାର କରିପାରିବେ ।

ଅକ୍ଟୋବର ୧୨ ରୁ ୨୨ ପର୍ଯ୍ୟନ୍ତ ଓଡିଶା CPET 2020 ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାକୁ ପ୍ରାର୍ଥୀମାନେ ଛାତ୍ର ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (SAMS) ଓଡିଶା CIPET ଆଡମିଟ୍ କାର୍ଡ ସହିତ ସରକାରୀ ଅନୁମୋଦିତ ପରିଚୟ ପ୍ରମାଣ ସାଙ୍ଗରେ ଆଣିବା ପାଇଁ ନିର୍ଦେଶ ରହିଛି ।

Leave A Reply

Your email address will not be published.