Latest Odisha News

BREAKING NEWS

କଣ୍ଟାବାଞ୍ଜିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଛୁଆ

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ଫଳ ପାଇଁ ଭୋଟ୍‌ ଗଣତି ଚାଲିଛି । କଣ୍ଟାବାଞ୍ଜିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଛୁଆ ଅଛନ୍ତି ।  ଯାହା ବିଜେଡିକୁ ଏକ ପ୍ରକାର  ଝଟକା ଲାଗିପାରେ । କଣ୍ଟାବାଂଜି ବିଧାନସଭା ଆସନରେ ପଛରେ ପଡ଼ି ଯାଇଛନ୍ତି ବିଜେଡି ସୁପ୍ରିମୋ ନିଜେ ନବୀନ ପଟ୍ଟନାୟକ ।

ତେବେ କଣ୍ଟାବାଞ୍ଜିରେ ନବୀନ ପଟ୍ଟନାୟକଙ୍କୁ ଟକ୍କର ଦେଉଥିବା ବିଜେପି ପ୍ରାର୍ଥି ଲକ୍ଷ୍ମଣ ବାଗ ଆଗୁଆ ଅଛନ୍ତି। ସେପଟେ  କଣ୍ଟାବାଂଜିକୁ ଛାଡିଦେଲେ  ଗଞ୍ଜାମ ଜିଲ୍ଲାର ହିଞ୍ଜିଳିରୁ ବି ପ୍ରାର୍ଥୀ ହୋଇ ମଇଦାନକୁ ଓହ୍ଲାଇଛନ୍ତି ନବୀନ ପଟ୍ଟନାୟକ । ସେଠାରେ ସେ ହଜାର ଭୋଟରେ ଆଗରେ ଥିବା ଜଣାଯାଇଛି।

 

Leave A Reply

Your email address will not be published.