Latest Odisha News

BREAKING NEWS

ହିରୋ ଜୁନିୟର ଲିଗ୍ ଫୁଟବଲ: ପଞ୍ଜାବକୁ ହରାଇଲା ଓଡିଶା

ନୂଆଦିଲ୍ଲୀ: ହିରୋ ଜୁନିୟର ଲିଗ୍ ୨୦୧୯-୨୦ର ଏକ ମୁକାବିଲାରେ ଓଡିଶାର ୧୫ ବର୍ଷରୁ କମ୍ ଫୁଟବଲ ଟିମ୍ ୨-୧ ଗୋଲରେ ପଞ୍ଜାବକୁ ପରାସ୍ତ କରିଛି । ଦିଲ୍ଲୀର ଜବାହାଲାଲ ନେହେରୁ ଷ୍ଟାଡିୟମର ଟ୍ରେନିଂ ପିଚ୍-୨ରେ ଏହି ମ୍ୟାଚ ଅନୁÂିତ ହୋଇଥିଲା ।

ଓଡିଶା ଏହି ବିଜୟ ସହ ୮ ମ୍ୟାଚରୁ ୧୬ ପଏଂଟ ହାସଲ କରିଛି । ମୋଇରାଙ୍ଗଥେମ ବର୍ଲିନ ପଞ୍ଜାବ ପକ୍ଷରୁ ଏକମାତ୍ର ଗୋଲଟି ସ୍କୋର କରିଥିଲେ । ନିର୍ମାନୁ୍ୟ ସିଂ ଅତ୍ରୀ ୨ଟି ଯାକ ଗୋଲ ସ୍କୋର କରିଥିଲେ ।

Leave A Reply

Your email address will not be published.