Latest Odisha News

BREAKING NEWS

ରାଜ୍ୟରେ ଆରମ୍ଭ ହେବ ଜନ ପୋଷଣ କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେବ ଜନ ପୋଷଣ କେନ୍ଦ୍ର। ଏନେଇ ସବସିଡି ହାରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବା ଲକ୍ଷ୍ୟରେ ଓଡ଼ିଶା ସରକାର ଗୁଜରାଟ ଏବଂ ଦିଲ୍ଲୀର ସଫଳ ମଡେଲ ପରି ଜନ ପୋଷଣ କେନ୍ଦ୍ର ଆରମ୍ଭ କରିବାକୁ ଯାଉଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି, ଅଧିକାରୀମାନଙ୍କର ଏକ ଦଳ ଶୀଘ୍ର ଗୁଜରାଟ ଗସ୍ତରେ ଯାଇ ଏହାର କାର୍ଯ୍ୟକ୍ଷମ ମଡେଲ ଅଧ୍ୟୟନ କରିବେ। ଯାହା ଦ୍ୱାରା କାର୍ଯ୍ୟକ୍ରମର ସଫଳ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ ହେବ। ଏହା ପରେ, ସରକାର ଆବଶ୍ୟକୀୟ ନୀତିଗୁଡ଼ିକୁ ନେଇ ନିଷ୍ପତ୍ତି ନେବେ।

Comments are closed.