Latest Odisha News

ୱାଟକୋର ଏମଡି ହେଲେ ଗୁରୁ ଚରଣ ଦାସ

ଭୁବନେଶ୍ୱର: ବରିଷ୍ଠ ଟେକ୍ନୋକ୍ରାଟ ଗୁରୁ ଚରଣ ଦାସଙ୍କୁ ଓଡ଼ିଶା ସରକାର ବୁଧବାର ଦିନ ୱାଟର କର୍ପୋରେସନ୍ ଅଫ୍ ଓଡିଶା (ୱାଟକୋ)ର ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛନ୍ତି।

ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ ସେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ଜନସ୍ୱାସ୍ଥ୍ୟ ଏବଂ ୱାଟକୋ ଡିଭିଜନ୍ II ର ଜେନେରାଲ ମ୍ୟାନେଜର୍ ଭାବେ କାର୍ଯ୍ୟରତ।

ଅପରପକ୍ଷେ ଗୃହ ଓ ନଗର ଉନ୍ନୟନ ବିଭାଗର ଜାରି ବିଜ୍ଞପ୍ତି ଅନୁଯାୟୀ ତାଙ୍କୁ ତତ୍କାଳ ପ୍ରଭାବରେ ନିଯୁକ୍ତ କରାଯାଇଛି।

 

Leave A Reply

Your email address will not be published.