Latest Odisha News

BREAKING NEWS

ଟ୍ୱିନ୍ ସିଟିରେ କୋଭିଡ୍ ICU ବେଡ୍ ଯାଞ୍ଚ ପାଇଁ ୪ଟି ସ୍ୱତନ୍ତ୍ର ଟିମ୍ ଗଠନ

ଭୁବନେଶ୍ୱର: ଗୁରୁତର ନାହାଁନ୍ତି ତଥାପି ଘରୋଇ ହସ୍ପିଟାଲରେ କୋଭିଡ୍ ଆଇସିୟୁ ମାଡ଼ି ବସୁଛନ୍ତି । କଟକ-ଭୁବନେଶ୍ୱର ଟ୍ୱିନ୍ ସିଟିରେ ଏମିତି ଅଭିଯୋଗ ଆସିବା ପରେ ସରକାର ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି । ଘରୋଇ ହସ୍ପିଟାଲରେ କୋଭିଡ୍ ଆଇସିୟୁ ବେଡ୍ ସ୍ଥିତି ଅନୁଧ୍ୟାନ ପାଇଁ ୪ଟି ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି ରାଜ୍ୟ ସରକାର ।

BjdElectrycity

ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଏହି ଟିମ୍ ଟ୍ୱିନ୍ ସିଟିରେ ସମସ୍ତ ଘରୋଇ ହସ୍ପିଟାଲ୍ ପରିଦର୍ଶନ କରି ଆଇସିୟୁରେ ଆଡମିଟ୍ ହୋଇଥିବା ରୋଗୀଙ୍କ ତଥ୍ୟ ସଂଗ୍ରହ କରିବେ । ଟିମ୍ ଡାକ୍ତରଙ୍କ ସହ କଥା ହେବା ସହ ଲକ୍ଷଣ ନଥିବା ରୋଗୀଙ୍କୁ ସାଧାରଣ ୱାର୍ଡଙ୍କୁ ସ୍ଥାନାନ୍ତର ନେଇ ନିର୍ଦ୍ଦେଶ ଦେବ ।

Leave A Reply

Your email address will not be published.