Latest Odisha News

BREAKING NEWS

ସର୍ବନିମ୍ନ ଛାତ୍ରଛାତ୍ରୀ କ୍ଷମତା ନଥିବା କଲେଜକୁ ବନ୍ଦ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ସର୍ବନିମ୍ନ ଛାତ୍ରଛାତ୍ରୀ ସଂଖ୍ୟା ବଜାୟୀ ରଖିବାରେ ଅସମର୍ଥ ହୋଇଥିବା ତିନୋଟି କଲେଜ ବନ୍ଦ କରିବାକୁ ଘୋଷଣ କରିଛନ୍ତି ରାଜ୍ୟ ସରକାର। ଏହାସହ ୧୦ ଟି କଲେଜର ଅନୁମୋଦନ ପ୍ରତ୍ୟାହାର କରାଯିବା ନେଇ ନିର୍ଦ୍ଦେଶ ଜାରି ହୋଇଛି।

ଏହି କଲେଜ ଗୁଡିକରେ ଲଗାତାର ୩ ବର୍ଷ ଧରି ୨୫% ରୁ କମ୍ ଛାତ୍ର ଛାତ୍ରୀ ଆଡ଼ମିଶନ ନେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଉଚ୍ଚ ଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି। ଏନେଇ ଉଚ୍ଚ ଶିକ୍ଷା ବିଭାଗ ସୂଚନା ମିଳିଛି ।

ଅନୁମୋଦନ ପ୍ରତ୍ୟାହାର କରାଯାଇଥିବା ୧୦ କଲେଜର ନାମ ନିମ୍ନରେ ଦିଆଗଲା….

Leave A Reply

Your email address will not be published.