Latest Odisha News

BREAKING NEWS

ଆଇଏଫଏସ ଅଧିକାରୀ ଅଭୟ କାନ୍ତ ପାଠକଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଆଇଏଫଏସ ଅଧିକାରୀ ଅଭୟ କାନ୍ତ ପାଠକଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର। ଉଭୟ ବାପା ଓ ତାଙ୍କ ପୁଅ ଆକାଶ କୁମାର ପାଠକଙ୍କୁ ଭିଜିଲାନ୍ସ ଗିରଫ କରିବାର କିଛି ସମୟ ପରେ ତାଙ୍କୁ ନିଲମ୍ବନ କରାଯାଇଛି।

ସୂଚନା ଅନୁଯାୟୀ ଏହି ବାପା-ପୁଅ ଯୋଡ଼ିଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଯାହା ପରେ ସେମାନଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେମାନଙ୍କୁ ଝାରପଡା ସ୍ୱତନ୍ତ୍ର ଜେଲକୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

Leave A Reply

Your email address will not be published.