ଭୁବନେଶ୍ୱର : ଚଳିତ ବର୍ଷ ସମଗ୍ର ରାଜ୍ୟରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଛି । ଯାହା ଫଳରେ ଲୋକେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । କଟକର ଆଚାର୍ଯ୍ୟ ହରିହର କ୍ୟାନ୍ସର ଚିକିତ୍ସାଳୟରେ ମଧ୍ୟ ଅନେକ ଅବ୍ୟବସ୍ଥା ରହିଛି । ରୋଗୀ ମାନଙ୍କ ପାଇଁ ବ୍ୟବସ୍ଥା ତ ଦୁର କଥା ସେମାନଙ୍କ ପାଇଁ ସେଠାରେ କୌଣସି ପ୍ରକାରର ବ୍ୟବସ୍ଥା ନାହିଁ।
ଯାହାକୁ ନେଇ ରୋଗୀଙ୍କ ସମ୍ପର୍କୀୟ ମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି । ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ନିଜର ପ୍ରତିକ୍ରିୟା ରଖିଛନ୍ତି । ଏ ଦିଗ ଉପରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ଏହି ଅସୁବିଧାକୁ ଦୁର କରିବା ପାଇଁ କହିଛନ୍ତି ମନ୍ତ୍ରୀ ।
BREAKING NEWS
- Iran Vows to ‘Hunt & Kill’ Israeli PM: IRGC ର ଖୋଲା ପ୍ରତିଜ୍ଞା, ” ନେତାନ୍ୟାହୁଙ୍କୁ ଖୋଜିକି ମାରିବୁ…”
- Russia oil sanctions debate: “ରୁଷୀୟ ତେଲ କିଣିବାକୁ ଭାରତ ଆଗରେ ହାତ ପତାଉଛି ଆମେରିକା…”, ବଡ଼ ଦାବି କଲେ ଇରାନର ବୈଦେଶିକ ମନ୍ତ୍ରୀ
- Election Dates Of 5 States: ଆଜି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା…
- ମୁଜତାବା ଖାମେନି ଜୀବିତ ଅଛନ୍ତି ନା ନାହିଁ! ଇରାନର ନୂତନ ସର୍ବୋଚ୍ଚ ନେତାଙ୍କ ଉପରେ ପ୍ରଶ୍ନ ଉଠାଇଲେ ଟ୍ରମ୍ପ
- ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ୧୪ଟି ବିମାନ ବାତିଲ୍
- ବିନା ପ୍ରତିଦ୍ୱନ୍ଦୀରେ ହେଲା ବାର ଆସୋସିଏସନ୍ ନିର୍ବାଚନ
- ହର୍ମୁଜ୍ ପ୍ରଣାଳୀ ଦେଇ ଭାରତକୁ ଅଣାଯିବ ଏଲପିଜି ଗ୍ୟାସ ଟ୍ୟାଙ୍କର, ମୁତୟନ ହେଲା ନୌସେନା ଯୁଦ୍ଧଜାହାଜ
- PNG ଉପଭୋକ୍ତାଙ୍କୁ ମିଳିବନି LPG କନେକ୍ସନ… ଗ୍ୟାସ ସଙ୍କଟ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି
- ରାଜ୍ୟରେ ୧୮ ଯାଏ ଝଡ଼ବର୍ଷା ସମ୍ଭାବନା, ୩ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ
- ଗରିଆପାଲି ଟ୍ରିପଲ୍ ମର୍ଡର ଘଟଣାର ଅଭିଯୁକ୍ତ ମୃତ
Comments are closed.