Latest Odisha News

ଆଇପିଏସ୍ ସ୍ତରରେ ଅଦଳବଦଳ; ଭୁବନେଶ୍ୱର ଡିସିପି ହେଲେ ଉମାଶଙ୍କର ଦାସ

ଭୁବନେଶ୍ୱର: ଆଇପିଏସ୍ କ୍ୟାଡର ସ୍ତରରେ ମଙ୍ଗଳବାର ଦିନ ଓଡିଶା ସରକାରଙ୍କ ପକ୍ଷରୁ ସାମାନ୍ୟ ଅଦଳବଦଳ କରାଯାଇଛି।

ଉମାଶଙ୍କର ଦାସଙ୍କୁ ଭୁବନେଶ୍ୱର ଡିସିପି ଦାୟିତ୍ୱ ଦିଆଯାଇଥିବା ବେଳେ କଟକର ନୂଆ ଡିସିପି ହେଲେ ପ୍ରତୀକ ସିଂହ।

ଜାଣନ୍ତୁ ଆଉ କେଉଁ ଆଇପିଏସ ଅଧିକାରୀଙ୍କୁ ମିଳିଲା କେଉଁ ଦାୟିତ୍ୱ…

ଏମ୍‌. ଅକ୍ଷୟ- ସିଏଡି, ଓଡିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ

ସତ୍ୟଜିତ ମହାନ୍ତି- ଡିଜି,ଅଗ୍ନିଶମ ବିଭାଗ, କମାଣ୍ଡାଣ୍ଟ ଜେନେରାଲ
ଲଳିତ ଦାସ- ଏଡିଜିପି କମ୍ୟୁନିକେସନ
ଆର.କେ. ଶର୍ମା- ଗୁଇନ୍ଦା ନିର୍ଦ୍ଦେଶକ
ଏସ.କେ. ପ୍ରିୟଦର୍ଶୀ- ଏଡିଜିପି, ସିଆଇଡି କ୍ରାଇମବ୍ରାଞ୍ଚ
ପ୍ରବୀଣ କୁମାର- ଆଇଜିପି, ଆଇନ ଶୃଙ୍ଖଳା
ଅନୁପ କୁମାର ସାହୁ- ଡିଆଇଜି, ଗୁଇନ୍ଦା ବିଭାଗ
ସାର୍ଥକ ଷଡ଼ଙ୍ଗୀ- ଏସ୍ପି, ସିଆଇଡି ସିବି
ଉମାଶଙ୍କର ଦାସ- ଭୁବନେଶ୍ୱର ଡିସିପି
ଅଖିଳେଶ୍ୱର ସିଂହ- ପୁରୀ ଏସପି
ସାରା ଶର୍ମା- ଭିଜିଲାନ୍ସ ଅର୍ଗାନାଇଜେସନ୍‌
ପ୍ରତିକ ସିଂହ- କଟକ ଡିସିପି
ବିନୀତ ଅଗ୍ରୱାଲ- କନ୍ଧମାଳ ଏସପି
ସାଗରିକା ନାଥ- ସୁନ୍ଦରଗଡ଼ ଏସପି
ସୌମ୍ୟା ମିଶ୍ର- ଡିସିପି ଟ୍ରାଫିକ୍
ରାହୁଲ ଜୈନ- ନୂଆପଡ଼ା ଏସପି
ଏସ୍.ସି ଜମାଦାର(ଓପିଏସ୍‌)- ଦେବଗଡ଼ ଏସପି
ତପନ କୁମାର ପଟ୍ଟନାୟକ(ଓପିଏସ୍‌)- ଗଜପତି ଏସପି

Leave A Reply

Your email address will not be published.