Latest Odisha News

BREAKING NEWS

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

ଭୁବନେଶ୍ୱର : ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ଉଭୟ ଅନଲାଇନ ଓ ଅଫଲାଇନର ପରୀକ୍ଷା ଫଳ ବୁଧବାର ଦିନ ପ୍ରକାଶ ପାଇଛି ।

ରାଜ୍ୟ ସଚିବାଳୟରେ ଆଜି ଦିନ ୧୨ଟା ବେଳେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଏବଂ ବିଭାଗୀୟ କମିଶନର-ତଥା-ସେକ୍ରେଟାରୀ ସଞ୍ଜୟ କୁମାର ସିଂହ ପରୀକ୍ଷା ଫଳାଫଳ ଘୋଷଣା କରିଛନ୍ତି ।

ପରୀକ୍ଷାର୍ଥୀମାନେ www.Ojee.nic.in ଓ www.odishajee.com ୱେବସାଇଟ ରେ ସେମାନଙ୍କ ପରୀକ୍ଷା ଫଳ ଦେଖିପାରିବେ।

ଓଜେଇଇ ପକ୍ଷରୁ କୃତ୍ତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ଲାଗି ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି ।

ଜାଣନ୍ତୁ ଚଳିତ ଓଜେଇଇ ପରୀକ୍ଷାରେ କେଉଁ ବିଷୟରେ କିଏ ଟପ୍ପର ହୋଇଛନ୍ତି ।

ପ୍ରଦୀପ କୁମାର କମ୍ପ- ଏମବିଏ

ସ୍ମିତାରାଣୀ ଚୌଧୁରୀ- ଏମସିଏ

ପ୍ରଦୀପ କୁମାର ବାରିକ- ଏମଟେକ୍

ଅତ୍ୟୁର୍ମିଲା ଚକ୍ରବର୍ତ୍ତୀ- ଏମ.ଫାର୍ମା

ସମୀର କୁମାର ପାଢୀ- ବି.ଫାର୍ମା

ଅମିତ କୋଟାଲ- ଲାଟେରାରୀ ଏଣ୍ଟ୍ରି ଫାର୍ମାସୀ

ଭବାନୀ ଶଙ୍କର ବେହେରା- ଲାଟେରାରୀ ଏଣ୍ଟ୍ରି ବିଏସସି

ସ୍ୱୀକୃତି ମହାପାତ୍ର- ଇଣ୍ଟିଗ୍ରେଟେଡ୍ ଏମବିଏ

ସୁମନ୍ତ ପାତ୍ର- ଲାଟେରାରୀ ଏଣ୍ଟ୍ରି ଏମସିଏ

Leave A Reply

Your email address will not be published.