Latest Odisha News

BREAKING NEWS

୧୨ ବର୍ଷ ପରେ ପୁଣି ଫେରୁଛନ୍ତି ଶିଳ୍ପା ସେଟ୍ଟି

ଶିଳ୍ପା ସେଟ୍ଟିଙ୍କ ଫ୍ୟାନଙ୍କ ପାଇଁ ଖୁସିର ଖବର । ୧୨ ବର୍ଷ ପରେ ପୁଣି ବଡ ପରଦାକୁ ଫେରୁଛନ୍ତି ସୁନ୍ଦରୀ ଶିଳ୍ପା । ବିବାହ ପରଠୁଁ ପିଲ୍ମରୁ ଦୂରେଇ ଯଇଥିଲେ ଶିଳ୍ପା ।shilpa shetty

ସର୍ବଦା ଫିଟନେସକୁ ନେଇ ଚର୍ଚ୍ଚାରେ ରହୁଥିବା ଶିଳ୍ପାଙ୍କୁ ଅନେକ ରିୟାଲିଟି ଶୋରେ ମଧ୍ୟ ଦେଖିବାକୁ ମିଳୁଥିଲା ।

ତେବେ ଦୀର୍ଘ ଦିନ ପରେ ଶିଳ୍ପାଙ୍କ କମ୍ ବ୍ୟାକକୁ ନେଇ ବେଶ୍ ଉତ୍ସୁକ ଅଛନ୍ତି ତାଙ୍କ ପ୍ରଶଂସକ । ୪୪ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ନିଜ ଆକର୍ଷଣୀୟ ଅନ୍ଦାଜ ଓ ସୁନ୍ଦର ଚେହେରା ପାଇଁ ଆଜିବି ଦର୍ଶକଙ୍କ ମହଲରେ ସେ ଖୁବ୍ ଆଦୃତା ।

ଶିଳ୍ପାଙ୍କ କହିବା ଅନୁସାରେ ତାଙ୍କ ପାଖରେ ରହିଛି ୪-୫ଟି ଫିଲ୍ମର ସ୍କ୍ରିପ୍ଟ । ନିଜ ପସନ୍ଦ ଅନୁସାରେ ଫିଲ୍ମ ଚୟନ କରିବେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.