ଆଜି ‘ଅଲଟିମେଟ୍ ଖୋ ଖୋ’ ଫାଇନାଲ । ଫାଇନାଲରେ ଓଡ଼ିଶା ଜଗରନଟ୍ସ ବନାମ ତେଲଗୁ ଯୋଦ୍ଧାସ୍ ମୁକାବିଲା ହେବ । ଫାଇନାଲ ପାଇଁ ଓଡ଼ିଶା ପକ୍ଷରୁ ବଡ଼ ଆଶା ରହିଛି । ଆଜିର ମ୍ୟାଚ ଜିତିବା ପାଇଁ ପ୍ରାଣପଣେ ଉଦ୍ୟମ କରିବ ଓଡ଼ିଶା ଜଗରନଟ୍ସ ।
After 3️⃣3️⃣ action-packed matches, it's for the #UltimateFinal 🤩
Odisha Juggernauts 🆚 Telugu Yoddhas 👉 who will have their hands on the 🏆❓
Watch #UltimateKhoKho Season 1⃣ Final live from 8 PM only on Sony Sports Network 📺#OJvTY #IndiaMaarChalaang #AbKhoHoga #KhoKho pic.twitter.com/rW4S5Q1e09
— Ultimate Kho Kho (@ultimatekhokho) September 4, 2022
‘ଅଲଟିମେଟ୍ ଖୋ ଖୋ’ ଫାଇନାଲ ସଂଧ୍ୟା 8ଟାରେ ଖେଳାଯିବ ।
ଓଡ଼ିଶା ଜଗରନଟ୍ସ ଓ ତେଲଗୁ ଯୋଦ୍ଧାସ୍ ମଧ୍ୟରେ ଲଢ଼େଇ ପୂର୍ବରୁ ଓଡ଼ିଶା ଜଗରନଟ୍ସ ‘ଅଲ୍ଟିମେଟ୍ ଖୋ ଖୋ’ ଲିଗରେ ଭଲ ପ୍ରଦର୍ଶନ କରି ଗୁଜରାଟକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସରେ ଓଡ଼ିଶା ଜଗରନଟ୍ସ ଖେଳାଳିଙ୍କ ସହ କଥା ହୋଇ ମନୋବଳ ବଢ଼ାଇଛନ୍ତି ।
It was an honour for all of us to interact with none other than the Hon'ble Chief Minister Shri @Naveen_Odisha today over a VC.
We are thrilled by his encouragement and will give our best to bring home the 1st ever @ultimatekhokho league trophy.#KhoOdishaKho @sports_odisha pic.twitter.com/DBy3kF49ua
— Odisha Juggernauts (@od_juggernauts) September 3, 2022
Congratulate @od_juggernauts on qualifying for the final of @ultimatekhokho by defeating @GujaratGiants 57-43. May they continue their winning streak and bring glory for #Odisha. Wish them all the best.#KhoOdishaKho #OdishaForSports https://t.co/hd4evmsaNF
— Naveen Patnaik (@Naveen_Odisha) September 2, 2022
ଫାଇନାଲରେ ଶ୍ରେଷ୍ଠ ପ୍ରଦର୍ଶନ ଦେବା ସହ ଟ୍ରଫି ଜିତିଲେ ଏକ କୋଟି ଟଙ୍କା ପାଇବ ଓଡ଼ିଶା ଜଗରନଟ୍ସ ।
Comments are closed.