Latest Odisha News

ବିଧାୟକ ରମେଶ ଜେନାଙ୍କ ମାତୃ ବିୟୋଗ

ବ୍ରହ୍ମପୁର: ବ୍ରହ୍ମପୁର ସାନଖେମୁଣ୍ଡିର କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ମାତା ଅପସରୀ ଜେନାଙ୍କ ବୁଧବାର ଦିନ ଦେହାନ୍ତ ହୋଇଛି।

ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲେ।

ପ୍ରାପ୍ତ ସୂଚନାନୁଯାୟୀ ସେ ସହରର ବିଲା ସାହି ସ୍ଥିତ ତାଙ୍କ ଘରେ ରହୁଥିଲେ।

Leave A Reply

Your email address will not be published.