Latest Odisha News

BREAKING NEWS

ଟପ୍ ୫୦ରେ ଓଡ଼ିଶାର ୨ ବିଧାୟକ

ଭୁବନେଶ୍ୱର: ଦେଶର ସର୍ବଶ୍ରେଷ୍ଟ ୫୦ ବିଧାୟକଙ୍କ ତାଲିକାରେ ସାମିଲ ହୋଇଛନ୍ତି ଓଡ଼ିଶାର ୨ ବିଧାୟକ । ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନାମ ଏହି ତାଲିକାରେ ସାମିଲ ହୋଇଛି । ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନାଁ ବି ଟପ୍ ୫୦ ଲିଷ୍ଟରେ ସ୍ଥାନ ପାଇଛି ।

ଦେଶର ୩,୯୫୮ ବିଧାୟକଙ୍କୁ ନେଇ ଫେମ୍ ଇଣ୍ଡିଆ ପକ୍ଷରୁ ଏହି ସର୍ଭେ କରାଯାଇଥିଲା । ବିଧାୟକଙ୍କ କାର୍ଯ୍ୟଧାରା ଆଧାରରେ ଏହି ତାଲିକାକୁ ପ୍ରସ୍ତୁତ କରାଯାଇଛି ।

Leave A Reply

Your email address will not be published.